Preyashi Odia Lyrics

Published: February 17, 2026| Updated:February 17, 2026

Preyashi: The odia song is sing by Abinash Dash, and has music by Pratush Swain while Satya Ranjan Bal has written the Preyashi Lyrics.

About the Song

"Preyashi" is a popular Album song featuring soulful vocals by Abinash Dash. The lyrics blend poetic imagery with album themes, characteristic of Album music.

Preyashi Album Lyrics

Kemiti kaha kahibi tate
Manaru mu tate chahunchi
Sata satika prema ta mora
Tate kain michha laguchi

Tu chahanre chini pari
Asi mishija mo bhitare
Khali bharasa thare kari
Hata rakhide hatare

To raga abhimana sabu kichhi
Sahibi mu
Chhai pari to pakhare
Sabu bele rahibi mu

Kahi kahi aaji kali
Gadana tu dina khali
To pain galini mu
Tarasi

Tu mo hrudayara priyatama preyasi
To chahani chora bali re
Mu jaichi fasi

Tu mo hrudayara priyatama preyasi
To chahani chora bali re
Mu jaichi fasi

Kete aakhi sathe mishichi e aakhi
To pari mo manaku chhuini kehi

Dina keitare janini kemiti
Mo nijathu nijara
Galu tu hei, galu tu hei

Jete tara akashare ho
Kamaka ratire
Jete besi prema to pain
Achhi ei mo chhatire

Mauka tu de tharate
Ebe bhala premi kate
Heija mo manara manasi

Tu mo hrudayara priyatama preyasi
To chahani chora bali re
Mu jaichi fasi

Tu mo hrudayara priyatama preyasi
To chahani chora bali re
Mu jaichi fasi

Haan hrudayata mora thila jaja bara
To pakhe paichi se thikana khoji

Premara bajire jiti baku tate
To pakhe hari baku
Achhi mu raaji, achhi mu raaji

Dina katuchi ebe mu haan
Dina gani gani
Kebe asibu jibane
Tu saji mora rani

Mana sadha faradare
Garei de to na thare
Prema bunda heija barashi

Tu mo hrudayara priyatama preyasi
To chahani chora bali re
Mu jaichi fasi

Haan hrudayata mora thila jaja bara
To pakhe paichi se thikana khoji

କେମିତି କହ କହିବି ତତେ ମନରୁ ମୁଁ ତତେ ଚାହୁଁଚି
ସତସତିକା ପ୍ରେମ ଟା ମର ତତେ କାଇଁ ମିଛ ଲାଗୁଚି

ତୁ ଚାହାଁରେ ଚିନି ପରି ଆସି ମିଶିଯା ମୋ ଭିତରେ
ଖାଲି ଭରସା ଥରେ କରି ହାତ ରଖିଦେ ହାତରେ

ତୋ ରାଗ ଅଭିମାନ ସବୁ କିଛି ସହିବି ମୁଁ
ଛାଇ ପରି ତୋ ପାଖରେ ସବୁ ବେଳେ ରହିବି ମୁ

କହି କହି ଆଜି କାଲି ଗଡାନା ତୁ ଦିନ ଖାଲି
ତୋ ପାଇଁ ଗଲିଣି ମୁ ତରସି

ତୁ ମୋ ହୃଦୟର ପ୍ରିୟତମା ପ୍ରେୟସି
ତୋ ଚାହାଣି ଚୋରା ବାଲି ରେ ମୁ ଯାଇଛି ଫସି

ତୁ ମୋ ହୃଦୟର ପ୍ରିୟତମା ପ୍ରେୟସି
ତୋ ଚାହାଣି ଚୋରା ବାଲି ରେ ମୁ ଯାଇଛି ଫସି

କେତେ ଆଖି ସାଥେ ମିଶିଛି ଏ ଆଖି
ତୋ ପରି ମୋ ମନକୁ ଛୁଇଁନି କେହି

ଦିନ କେଇଟାରେ ଜାଣିନି କେମିତି
ମୋ ନିଜଠୁ ନିଜର ଗଲୁ ତୁ ହେଇ, ଗଲୁ ତୁ ହେଇ

ଯେତେ ତାର ଆକାଶରେ ହୋ କମକା ରାତିରେ
ଯେତେ ବେଶୀ ପ୍ରେମ ତୋ ପାଇଁ ଅଛି ଏଇ ମୋ ଛାତିରେ

ମୌକା ତୁ ଦେ ଥରଟେ ଏବେ ଭଲା ପ୍ରେମୀ କଟେ
ହେଇଜା ମୋ ମନର ମାନସୀ

ତୁ ମୋ ହୃଦୟର ପ୍ରିୟତମା ପ୍ରେୟସି
ତୋ ଚାହାଣି ଚୋରା ବାଲି ରେ ମୁ ଯାଇଛି ଫସି

ତୁ ମୋ ହୃଦୟର ପ୍ରିୟତମା ପ୍ରେୟସି
ତୋ ଚାହାଣି ଚୋରା ବାଲି ରେ ମୁ ଯାଇଛି ଫସି

ହଁ ହୃଦୟଟା ମୋର ଥିଲା ଜାଜା ବର
ତୋ ପାଖେ ପାଇଛି ସେ ଠିକଣା ଖୋଜି

ପ୍ରେମର ବାଜିରେ ଜିତି ବାକୁ ତତେ
ତୋ ପାଖେ ହାରି ବାକୁ ଅଛି ମୁ ରାଜି, ଅଛି ମୁ ରାଜି

ଦିନ କାଟୁଚି ଏବେ ମୁ ହଁ ଦିନ ଗଣି ଗଣି
କେବେ ଆସିବୁ ଜୀବନେ ତୁ ସାଜି ମୋର ରାଣୀ

ମନ ସାଧା ଫରଦରେ ଗାରେଇ ଦେ ତୋ ନା ଥରେ
ପ୍ରେମ ବୁନ୍ଦା ହେଇଜା ବରଷି

ତୁ ମୋ ହୃଦୟର ପ୍ରିୟତମା ପ୍ରେୟସି
ତୋ ଚାହାଣି ଚୋରା ବାଲି ରେ ମୁ ଯାଇଛି ଫସି

ହଁ ହୃଦୟଟା ମୋର ଥିଲା ଜାଜା ବର
ତୋ ପାଖେ ପାଇଛି ସେ ଠିକଣା ଖୋଜି

Written by:
Satya Ranjan Bal

Related Songs

Preyashi Song Info

Singer Abinash Dash
Album Preyashi
Lyricist Satya Ranjan Bal
Music Pratush Swain
Music Label Mirai Tunes Odia

Top 10 Songs - Album Lyrics Recommends

Preyashi Video

Video Thumbnail

Preyashi FAQs & Trivia


Who wrote the lyrics of "Preyashi" song?

Satya Ranjan Bal has written the lyrics of "Preyashi".

Who is the singer of "Preyashi" song?

Abinash Dash have sung the song "Preyashi".

Who directed "Preyashi" music video?

'NAME' has directed the music video of "Preyashi".

Who has featured in the music video?

Send feedback to Odialyrics