Heithile Emiti, Heithanta Semiti, Heigala Jemiti, Sahi Haba Kemiti?
Hela Boli Emiti, Heigala Semiti, Sabu Jani Jemiti, Khojuthhao Kemiti
Madhuram, Samam, Premam Twame, Satyam Shivam Twang Premam Swa Saraswati.....
Hela Boli Emiti, Heigala Semiti, Jaani Suni Jemiti, Khoju Ame Kemiti....
Oooo..... Oooo... O....
Oooo..... Oooo... O...
E Pabana, Se Sapana, Ta Bhitare, Luchi Jibana Chali Jae Durey Durey Durey....
E Kahani, Se Chahani, Se Kahinki, Tate Aji Jhure.....
Mohakam Jaanam Premam Twame...
Manasu Sphure-Twang-Premam-Swa Anubhuti....
Hela Boli Emiti, Heigala Semiti, Jaani Suni Jemiti, Khoju Ame Kemiti....
E Samaya, Se Hrudaya, Taa Bhitare, Muha Luchei Prema Bule Ghare Ghare Ghare
E Duniyaa, Se Kimiyaa, Tu Pakhaku, Asu Dhire Dhire...
Ullasam Pratikam Premam Twame, Sharasi Sam Twang Prema-Swa- Brihaspati
Heithile Emiti, Heithanta Semiti, Heigala Jemiti, Sahii Haba Kemiti?
Oooo..... Ooooo..... Oooo
Oooooo.... Oooo... Ooo
ହେଇଥିଲେ ଏମିତି, ହେଇଥାନ୍ତା ସେମିତି, ହେଇଗଲା ଯେମିତି, ସହି ହବ କେମିତି ?
ହେଲା ବୋଲି ଏମିତି, ହେଇଗଲା ସେମିତି, ସବୁ ଜାଣି ଯେମିତି, ଖୋଜୁଥାଓ କେମିତି
ମଧୁରମ, ସମ୍ମ, ପ୍ରେମମ ତ୍ୱମେ, ସତ୍ୟମ ଶିବମ ତ୍ଵଂଗ ପ୍ରେମମ ସ୍ଵ ସରସ୍ୱତୀ...
ହେଲା ବୋଲି ଏମିତି, ହେଇଗଲା ସେମିତି, ଜାଣି ଶୁଣି ଯେମିତି, ଖୋଜୁ ଆମେ କେମିତି....
ଓଓ.... ଓଓ.... ଓ....
ଓଓ.... ଓଓ.... ଓ....
ଏ ପବନ, ସେ ସପନ, ତା ଭିତରେ, ଲୁଚି ଜୀବନ ଚାଲି ଯାଏ ଦୂରେ ଦୂରେ ଦୂରେ....
ଏ କାହାଣୀ, ସେ ଚାହାଣି, ସେ କାହିଁକି, ତତେ ଆଜି ଝୁରେ....
ମହକମ ଜାନ୍ମ ପ୍ରେମମ ତ୍ୱାମେ .....
ମନସୁ ଶୁରେ ତ୍ଵଂଗ ପ୍ରେମମ ସ୍ଵ ଅନୁଭୂତି....
ହେଲା ବୋଲି ଏମିତି, ହେଇଗଲା ସେମିତି, ଜାଣି ଶୁଣି ଯେମିତି, ଖୋଜୁ ଆମେ କେମିତି....
ଏ ସମୟ, ସେ ହୃଦୟ, ତା ଭିତରେ, ମୁହଁ ଲୁଚେଇ ପ୍ରେମ ବୁଲେ ଘରେ ଘରେ ଘରେ
ଏ ଦୁନିୟା, ସେ କିମିୟା, ତୁ ପାଖକୁ, ଆସୁ ଧୀରେ ଧୀରେ...
ଉଲ୍ଲାସମ ପ୍ରତିକମ ପ୍ରେମମ ତ୍ୱାମେ, ସରସୀ ସମ ତ୍ଵଂଗ ପ୍ରେମ ସ୍ଵ ବିନସ୍ପତି
ହେଇଥିଲା ଏମିତି, ହେଇଥାନ୍ତା ସେମିତି, ହେଇଗଲା ଯେମିତି, ସହୀ ହବ କେମିତି
ଓଓ.... ଓଓ.... ଓ....
ଓଓ.... ଓଓ.... ଓ....
Written by:
Bharadwaj Panda
Singer | Kuldeep Pattanaik, Arpita Choudhary |
---|---|
Album | Premam |
Lyricist | Bharadwaj Panda |
Music | Gaurav Anand |
Cast | Babushan Mohanty, Prakruti Mishra, Siddhanta Mohapatra |
Music Label | Amara Muzik |
'NAME' has directed the music video of "Premam Title Song".