Oda Oda Movie Lyrics

Published: May 23, 2026| Updated:May 24, 2026

Oda Oda: The movie song is sing by Kuldeep Pattanaik, and has music by Prem Anand while Basant Raj Samal has written the The Millet Diary Lyrics.

About the Song

"Oda Oda" is a popular Movie song featuring soulful vocals by Kuldeep Pattanaik. The lyrics blend poetic imagery with movie themes, characteristic of Movie music.

Oda Oda Movie Lyrics

O.. aaji kaali prati muhurtare
Oda oda to premare
Fida fida to premare

Mu oda oda to premare
Fida fida to premare

Chori chori kalu hrudaya mo chiri delu
Rahigalu rahigalu ei chhatire

Mu oda oda to premare
Fida fida to premare

Mu oda oda to premare
Fida fida to premare

Aajikaali mo isara bi to premara madhushalare
Premare behos mu dina rati sanja sakale

Aajikali mo urbashi to premara indra sabhare
Mu nachuchi mu gauchhi to isara to ichhare

O.. dhire dhire dhara delu emiti pagala kalu
Mu sounahi sounahi tike ratire

Mu oda oda to premare
Fida fida to premare

Mu oda oda to premare
Fida fida to premare

Naa tora mu lekhichi mo haatara bhagya lekhare
Mu patanga pudi gali thanda thanda prema sikhare

Sara sara rati ebe to swapnare jauchhi pahi
Jete dure thile lage mu tote paruchi chhui

Haan.. pakhe thai thai dure mana khali tote jhure
Mo dina sare rati sare to chintare

Mu oda oda to premare
Fida fida to premare

Mu oda oda to premare
Fida fida to premare

ଓ..ଆଜି କାଲି ପ୍ରତି ମୁହୁର୍ତରେ
ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ଚୋରି ଚୋରି କଲୁ ହୃଦୟ ମୋ ଚିରି ଦେଲୁ
ରହିଗଲୁ ରହିଗଲୁ ଏଇ ଛାତିରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ଆଜିକା ଲି ମୋ ଇସାରାବି ତୋ ପ୍ରେମର ମଧୁଶାଳାରେ
ପ୍ରେମରେ ବେହୋସ ମୁ ଦିନ ରାତି ସଞ୍ଜ ସକାଳେ

ଆଜି କଲି ମୋ ଉର୍ବଶୀ ତୋ ପ୍ରେମର ଇନ୍ଦ୍ର ସଭାରେ
ମୁ ନାଚୁଛି ମୁ ଗାଉଛି ତୋ ଇସାରା ତୋ ଇଛାରେ

ଓ..ଧୀରେ ଧୀରେ ଧରା ଦେଲୁ ଏମିତି ପାଗଳ କଲୁ
ମୁ ସୋଉନାହିଁ ସୋଉନାହିଁ ଟିକେ ରାତିରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ନା ତୋର ମୁ ଲେଖିଛି ମୋ ହାତର ଭାଗ୍ୟ ଲେଖାରେ
ମୁ ପତଙ୍ଗ ପୁଡ଼ି ଗଲି ଥଣ୍ଡା ଥଣ୍ଡା ପ୍ରେମ ଶିଖାରେ

ସାରା ସାରା ରାତି ଏବେ ତୋ ସ୍ୱପ୍ନରେ ଯାଉଛି ପାହି
ଯେତେ ଦୂରେ ଥ୍ଗିଲେ ଲାଗେ ମୁ ତୋତେ ପାରୁଛି ଛୁଇଁ

ହାଁ..ପାଖେ ଥାଇ ଥାଇ ଦୂରେ ମନ ଖାଲି ତୋତେ ଝୁରେ
ମୋ ଦିନ ସରେ ରାତି ସରେ ତୋ ଚିନ୍ତା ରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

ମୁ ଓଦା ଓଦା ତୋ ପ୍ରେମରେ
ଫିଦା ଫିଦା ତୋ ପ୍ରେମରେ

Written by:
Basant Raj Samal

Related Songs

Oda Oda FAQs & Trivia


Who wrote the lyrics of "Oda Oda" song?

Basant Raj Samal has written the lyrics of "Oda Oda".

Who is the singer of "Oda Oda" song?

Kuldeep Pattanaik have sung the song "Oda Oda".

Who directed "Oda Oda" music video?

'NAME' has directed the music video of "Oda Oda".

Who has featured in the music video?

Send feedback to Odialyrics