Megha Mo Premika Odia Lyrics

Published: May 17, 2026| Updated:May 17, 2026

Megha Mo Premika: The odia song is sing by Udit Narayan, and has music by Prem Anand while Arun Mantri has written the Madhu Chandrika Lyrics.

About the Song

" Megha Mo Premika" is a popular Album song featuring soulful vocals by Udit Narayan. The lyrics blend poetic imagery with album themes, characteristic of Album music.

Megha Mo Premika Album Lyrics

Megha mo premika, jahn mo premika
Phula mo premika, nai mo premika
Megha mo premika, jahn mo premika
Phula mo premika, nai mo premika

Se premika sabu tama pari nuhen
Kaha sathe aaji rachibi mu kuha, madhuchandrika
Ho, megha mo premika, jahn mo premika
Phula mo premika, ho nai mo premika

Tama raga rusha megha pari, hasa jochhana
Hasa jochhana
Tama mana sate phula pari, prema jharana
Ho, prema jharana

Ho, tama raga rusha megha pari, hasa jochhana
Hasa jochhana
Tama mana sate phula pari, prema jharana
Ho, prema jharana

Rati mo premika, smruti mo premika
Chithi mo premika, ho geeti mo premika
Se premika sabu tama pari nuhen
Kie tama pari sajuthiba kuha, abhisarika
Ho, megha mo premika, jahn mo premika
Phula mo premika, nai mo premika

Tama bina rati nichhatia, smruti asara
Smruti asara
Tama chithi jebe ase nahin sabu besura
Ho, sabu besura

Ho, tama bina rati nichhatia, smruti asara
Smruti asara
Tama chithi jebe ase nahin sabu besura
Ho, sabu besura

Swapna mo premika, aina premika
Dheu mo premika, jharana premika
Swapna mo premika, aina premika
Dheu mo premika, jharana premika

Se premika sabu tama pari nuhen
Kie tama pari sajuthiba kuha, chandramallika
Ho, megha mo premika, jahn mo premika
Phula mo premika, nai mo premika
Megha mo premika, jahn mo premika
Phula mo premika, nai mo premika

ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା

ସେ ପ୍ରେମିକା ସବୁ ତମ ପରି ନୁହଁ
କାହା ସାଥେ ଆଜି ରଚିବି ମୁଁ କୁହ, ମଧୁଚନ୍ଦ୍ରିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ହୋ ନଈ ମୋ ପ୍ରେମିକା

ତମ ରାଗ ରୁଷା ମେଘ ପରି, ହସ ଜୋଛନା
ହସ ଜୋଛନା
ତମ ମନ ସତେ ଫୁଲ ପରି, ପ୍ରେମ ଝରଣା
ହୋ, ପ୍ରେମ ଝରଣା

ହୋ, ତମ ରାଗ ରୁଷା ମେଘ ପରି, ହସ ଜୋଛନା
ହସ ଜୋଛନା
ତମ ମନ ସତେ ଫୁଲ ପରି, ପ୍ରେମ ଝରଣା
ହୋ, ପ୍ରେମ ଝରଣା

ରାତି ମୋ ପ୍ରେମିକା, ସ୍ମୃତି ମୋ ପ୍ରେମିକା
ଚିଠି ମୋ ପ୍ରେମିକା, ହୋ ଗୀତି ମୋ ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ, ଅଭିସାରିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା

ତମ ବିନା ରାତି ନିଛାଟିଆ, ସ୍ମୃତି ଅସରା
ସ୍ମୃତି ଅସରା
ତମ ଚିଠି ଯେବେ ଆସେ ନାହିଁ ସବୁ ବେସୁରା
ହୋ, ସବୁ ବେସୁରା

ହୋ, ତମ ବିନା ରାତି ନିଛାଟିଆ, ସ୍ମୃତି ଅସରା
ସ୍ମୃତି ଅସରା
ତମ ଚିଠି ଯେବେ ଆସେ ନାହିଁ ସବୁ ବେସୁରା
ହୋ, ସବୁ ବେସୁରା

ସ୍ବପ୍ନ ମୋ ପ୍ରେମିକା, ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା, ଝରଣା ପ୍ରେମିକା
ସ୍ବପ୍ନ ମୋ ପ୍ରେମିକା, ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା, ଝରଣା ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ, ଚନ୍ଦ୍ରମଲ୍ଲିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା

Written by:
Arun Mantri

Related Songs

Megha Mo Premika Song Info

Singer Udit Narayan
Album Madhu Chandrika
Lyricist Arun Mantri
Music Prem Anand
Music Label World Music

Top 10 Songs - Album Lyrics Recommends

Megha Mo Premika Video

Video Thumbnail

Megha Mo Premika FAQs & Trivia


Who wrote the lyrics of " Megha Mo Premika" song?

Arun Mantri has written the lyrics of " Megha Mo Premika".

Who is the singer of " Megha Mo Premika" song?

Udit Narayan have sung the song " Megha Mo Premika".

Who directed " Megha Mo Premika" music video?

'NAME' has directed the music video of " Megha Mo Premika".

Who has featured in the music video?

Send feedback to Odialyrics