Published: August 18, 2025| Updated:August 18, 2025
Mu Jaha Feel Karuchhi Tor Ki Se Feel Hauchhi: The movie song is sing by , and has music by Prem Anand while Basantraj Samal has written the Tu Mo Love Story 2 Lyrics.
"Mu Jaha Feel Karuchhi Tor Ki Se Feel Hauchhi" is a popular Odia song featuring soulful vocals by . The lyrics blend poetic imagery with movie themes, characteristic of Odia music.
Ei ebe ebe
Pabanata prarfium prarfium prarfium basuchhi
Ei ebe ebe
Mausam monsoon monsoon monsoon laguchhi
Jetiki jetiki duraku jauchhi
Setiki setiki pakhare pauchhi
Emiti kahinki laguchhi
Mu jaha feel karuchhi
Tor ki se feel hauchhi ho
Mu jaha feel karuchhi
Tor ki se feel hauchhi
Chhatire mo heart beat sayari sayari
Ratire mo dream sabu lage love story
Aajikali bata mora sahara suhana
Laguchhi mo pain jane dil se diwana
Ei ebe ebe
Katha sabu kishmish kishmish kishmish laguchhi
Ei ebe ebe
Geeta sabu chocolate chocolate chocolate laguchhi
Jetiki jetiki bhuli mu jauchhi
Setiki setiki mane mo paduchhi
Kehi jane bhala laguchhi
Mu jaha feel karuchhi
Tor ki se feel hauchhi ho
Mu jaha feel karuchhi
Tor ki se feel hauchhi
Tike tike tike tike
Tike tike tike tike
Tike tike tike tike
Tu mo life re one end only
Tu chhuinle lage sabu lovely lovely
To lagi ajikali nua nua feeling
To bina puni sabukichhi missing missing
Ei ebe ebe
Sakala ta flower flower flower laguchhi
Ei ebe ebe
Aakashta colour colour colour disuchhi
Jetiki jetiki tate mu pauchhi
Setiki setiki haji mu jauchhi
To love help karuchhi
Mu jaha feel karuchhi
Tor ki se feel hauchhi ho
Mu jaha feel karuchhi
Tor ki se feel hauchhi
ଏଇ ଏବେ ଏବେ
ପବନଟାପ୍ରର୍-ଫିଉଁମପ୍ରର୍-ଫିଉଁମ ପ୍ରର୍-ଫିଉଁମ ବାସୁଛି
ଏଇ ଏବେ ଏବେ
ମୌସମ ମୋନସନ ମୋନସନ ମୋନସନ ଲାଗୁଛି
ଯେତିକି ଯେତିକି ଦୂରକୁ ଯାଉଛି
ସେତିକି ସେତିକି ପାଖରେ ପାଉଛି
ଏମିତି କାହିଁକି ଲାଗୁଛି
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି ହୋ
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି
ଛାତିରେ ମୋ ହାର୍ଟ ବିଟ୍ସାୟରି ସାୟରି
ରାତିରେ ମୋ ଡ୍ରିମ୍ସବୁ ଲାଗେ love story
ଆଜିକାଲି ବାଟ ମୋର ସହର ସୁହାନା
ଲାଗୁଛି ମୋ ପାଇଁ ଜଣେ ଦିଲ ସେ ଦିୱାନା
ଏଇ ଏବେ ଏବେ
କଥା ସବୁ କିସମିସକିସମିସ କିସମିସ ଲାଗୁଛି
ଏଇ ଏବେ ଏବେ
ଗୀତ ସବୁ ଚକଲେଟ ଚକଲେଟ ଚକଲେଟ ଲାଗୁଛି
ଯେତିକି ଯେତିକି ଭୁଲି ମୁଁ ଯାଉଛି
ସେତିକି ସେତିକି ମନେ ମୋ ପଡୁଛି
କେହି ଜଣେ ଭଲ ଲାଗୁଛି
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି ହୋ
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି
ଟିକେ ଟିକେ ଟିକେ ଟିକେ
ଟିକେ ଟିକେ ଟିକେ ଟିକେ
ଟିକେ ଟିକେ ଟିକେ ଟିକେ
ତୁ ମୋଲାଇଫ୍ ରେ ୱାନ ଏଣ୍ଡ ଓଂଲି
ତୁ ଛୁଇଁଲେ ଲାଗେ ସବୁ ଲଭଲି ଲଭଲି
ତୋ ଲାଗି ଆଜିକାଲି ନୂଆ ନୂଆ ଫିଲିଙ୍ଗ
ତୋ ବିନା ପୁଣି ସବୁକିଛି ମିସିଙ୍ଗ ମିସିଙ୍ଗ
ଏଇ ଏବେଏବେ
ସକାଳଟା ଫ୍ଲାଓଆର ଫ୍ଲାଓଆର ଫ୍ଲାଓଆର ଲାଗୁଛି
ଏଇ ଏବେଏବେ
ଆକାଶଟା କଲୌର କଲର କଲର ଦିଶୁଛି
ଯେତିକି ଯେତିକି ତତେ ମୁଁ ପାଉଛି
ସେତିକି ସେତିକି ହଜି ମୁଁ ଯାଉଛି
ତୋ ଲଭ୍ହେଲ୍ପକରୁଛି
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି ହୋ
ମୁଁ ଯାହା ଫିଲ୍ କରୁଛି
ତୋର କି ସେ ଫିଲ୍ ହଉଛି
Written by:
Basantraj Samal
Singer | |
---|---|
Movie | Tu Mo Love Story 2 |
Lyricist | Basantraj Samal |
Music | Prem Anand |
Music Label | KUHU CINE FLIKS |
Basantraj Samal has written the lyrics of "Mu Jaha Feel Karuchhi Tor Ki Se Feel Hauchhi".
have sung the song "Mu Jaha Feel Karuchhi Tor Ki Se Feel Hauchhi".
'NAME' has directed the music video of "Mu Jaha Feel Karuchhi Tor Ki Se Feel Hauchhi".