Prarthana Odia Lyrics

Published: November 23, 2025| Updated:November 23, 2025

Prarthana: The odia song is sing by Swayam Padhi, and has music by Sambit Kumar Mohanty while Sambit Kumar Mohanty has written the Prarthana Lyrics.

About the Song

"Prarthana" is a popular Odia song featuring soulful vocals by Swayam Padhi. The lyrics blend poetic imagery with album themes, characteristic of Odia music.

Prarthana Odia Lyrics

Kau katha tarmora achhapa achhiki
Tora mora samparka duniya janichi

Janile janu e duniya ama e kahani
Tu jadi raja habu mo hebi ta rani

Radha bina shri krishna adhura jemiti
To bina mo duniya ekabi laguchi
Kahin mote ete tarasau kahide

Sabu prarthanare mu magichi tate
Manaki manuchi tu nathile sathe

Sabu prarthanare mu magichi tate
Manaki manuchi tu nathile sathe

Tate mu kete han bhala pae
Jane sabu kichi dekhuchi

Se jananka pain bodhe to sathe mu
Ebe khusi khusi banchuchi

Akasha bina barsha jemiti aseni
To bina mo premara sata bi mileni
To premare mote adhikar deide

Sabu prarthanare mu magichi tate
Manaki manuchi tu nathile sathe

Sabu prarthanare mu magichi tate
Manaki manuchi tu nathile sathe

Maghamasara se kuhudi parika
Tori pakhe lakhia jae

Sei kuhudire mu thari thari
Tori pakhaku dhaae

Matha bina sindura jhatkeni jemiti
To bina mo sinthi khali lage semiti
Sindura bharide ani tumo sinthire

Sabu prarthnare mu magichi tate
Manaki manuchi tu nathile sathe

Sabu prarthnare mu magichi tate
Manaki manuchi tu nathile sathe

କଉ କଥା ତରମୋର ଅଛପା ଅଛିକି
ତୋର ମୋର ସମ୍ପର୍କଟା ଦୁନିୟା ଜାଣିଚି

ଜାଣିଲେ ଜାଣୁ ଏ ଦୁନିୟା ଆମ ଏ କାହାଣୀ
ତୁ ଯଦି ରଜା ହବୁ ମୋ ହେବି ତ ରାଣୀ

ରାଧା ବିନା ଶ୍ରୀ କୃଷ୍ଣ ଅଧୁରା ଯେମିତି
ତୋ ବିନା ମୋ ଦୁନିୟା ଏକାବି ଲାଗୁଚି
କାଇଁ ମୋତେ ଏତେ ତରସୌ କହିଦେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

ତତେ ମୁଁ କେତେ ହଁ ଭଲ ପାଏ
ଜଣେ ସବୁ କିଛି ଦେଖୁଚି

ସେ ଜଣଙ୍କ ପାଇଁ ବୋଧେ ତୋ ସାଥେ ମୁ
ଏବେ ଖୁସି ଖୁସି ବଞ୍ଚୁଛି

ଆକାଶ ବିନା ବର୍ଷା ଯେମିତି ଆସେନି
ତୋ ବିନା ମୋ ପ୍ରେମର ସତ୍ତା ବି ମିଳେନି
ତୋ ପ୍ରେମରେ ମୋତେ ଅଧିକାର ଦେଇଦେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

ମାଘମାସର ସେ କୁହୁଡି ପରିକା
ତୋରି ପାଖେ ଲାଖି ଯାଏ

ସେଇ କୁହୁଡିରେ ମୁ ଥରି ଥରି
ତୋରି ପାଖକୁ ଧାଁଏ

ମଥା ବିନା ସିନ୍ଦୁର ଝଟକେନି ଯେମିତି
ତୋ ବିନା ମୋ ସିନ୍ଥି ଖାଲି ଲାଗେ ସେମିତି
ସିନ୍ଦୁର ଭରିଦେ ଆଣି ତୁମୋ ସିନ୍ଥିରେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

ସବୁ ପ୍ରାର୍ଥନାରେ ମୁ ମାଗିଛି ତତେ
ମନକି ମାନୁଛି ତୁ ନଥିଲେ ସାଥେ

Written by:
Sambit Kumar Mohanty

Related Songs

Prarthana FAQs & Trivia


Who wrote the lyrics of "Prarthana" song?

Sambit Kumar Mohanty has written the lyrics of "Prarthana".

Who is the singer of "Prarthana" song?

Swayam Padhi have sung the song "Prarthana".

Who directed "Prarthana" music video?

'NAME' has directed the music video of "Prarthana".

Who has featured in the music video?