Srabana Re Srabana Odia Lyrics

Published: February 8, 2026| Updated:February 8, 2026

Srabana Re Srabana: The odia song is sing by Udit Narayan, and has music by Purna Khuntia while has written the Srabana Re Srabana Lyrics.

About the Song

"Srabana Re Srabana" is a popular Album song featuring soulful vocals by Udit Narayan. The lyrics blend poetic imagery with album themes, characteristic of Album music.

Srabana Re Srabana Album Lyrics

Shrabana re shrabana, megha anibu
Se meghare priyaku bhijei dabu

Shrabana re shrabana, megha anibu
Se meghare priyaku bhijei dabu

Bhijibaku haay re se bhalapae
Khusi hele premare mote se bhijaae
Se bhijeile mu bahijibi, tu dekhibu

Shrabana re shrabana, megha anibu
Se meghare priyaku bhijei dabu

Ta akhire tike khusi dekhibaku
Kete katha mote pade bhabibaku
Bhari se abujha, bujhenahi kichhi
Aaji jaen taku parilini bujhi

Phaguna re phaguna, ranga anibu
Se rangare priyaku rangeidabu

Phaguna re phaguna, ranga anibu
Se rangare priyaku rangeidabu

Ranga khelibaku se bhalapae
Ta rangare mote se rangei die
Ta akhire, ta othare hasa dekhibu

Shrabana re shrabana, megha anibu
Se meghare priyaku bhijei dabu

Asaranti asha, hajare sapana
Akhi tara nai, akasha ta mana
Mana manuthile, se ati nijara
Mane raga thile, nuhen se kahara

Rajani lo rajani, jahn anibu
Se jahnaku mo priya hatare dabu

Rajani lo rajani, jahn anibu
Se jahnaku mo priya hatare dabu

Hate jahn paile, se haba khusi
Khusi hele mote se, chahinba hasi
Se hasile, mu hasibi, tu dekhibu

Shrabana re shrabana, megha anibu
Se meghare priyaku bhijei dabu

Shrabana re shrabana, megha anibu
Se meghare priyaku bhijei dabu

Bhijibaku haay re se bhalapae
Khusi hele premare mote se bhijaae
Se bhijeile mu bahijibi, tu dekhibu
Shrabana re shrabana, megha anibu

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଭିଜିବାକୁ ହାଏରେ ସେ ଭଲପାଏ
ଖୁସି ହେଲେ ପ୍ରେମରେ ମୋତେ ସେ ଭିଜାଏ
ସେ ଭିଜେଇଲେ ମୁଁ ବହିଯିବି, ତୁ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
 
ତା ଆଖିରେ ଟିକେ ଖୁସି ଦେଖିବାକୁ
କେତେ କଥା ମୋତେ ପଡ଼େ ଭାବିବାକୁ
ଭାରି ସେ ଅବୁଝା, ବୁଝେନାହିଁ କିଛି
ଆଜିଯାଏଁ ତାକୁ ପାରିଲିନି ବୁଝି

ଫଗୁଣରେ ଫଗୁଣ, ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ

ଫଗୁଣରେ ଫଗୁଣ, ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ

ରଙ୍ଗ ଖେଳିବାକୁ ସେ ଭଲପାଏ
ତା ରଙ୍ଗରେ ମୋତେ ସେ ରଙ୍ଗେଈ ଦିଏ
ତା ଆଖିରେ, ତା ଓଠରେ ହସ ଦେଖିବୁ
ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
 
ଅସରନ୍ତି ଆଶା, ହଜାରେ ସପନ
ଆଖି ତାର ନଈ , ଆକାଶ ତା ମନ
ମନ ମାନୁଥିଲେ, ସେ ଅତି ନିଜର
ମାନେ ରାଗ ଥିଲେ, ନୁହେଁ ସେ କାହାର

ରଜନୀ ଲୋ ରଜନୀ, ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟ ହାତରେ ଦବୁ

ରଜନୀ ଲୋ ରଜନୀ, ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟ ହାତରେ ଦବୁ

ହାତେ ଜହ୍ନ ପାଇଲେ, ସେ ହବ ଖୁସି
ଖୁସି ହେଲେ ମୋତେ ସେ, ଚାହିଁବ ହସି
ସେ ହସିଲେ, ମୁଁ ହସିବି, ତୁ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଭିଜିବାକୁ ହାଏରେ ସେ ଭଲପାଏ
ଖୁସି ହେଲେ ପ୍ରେମରେ ମୋତେ ସେ ଭିଜାଏ
ସେ ଭିଜେଇଲେ ମୁଁ ବହିଯିବି, ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ
 

Written by:

Related Songs

Srabana Re Srabana Song Info

Singer Udit Narayan
Album Srabana Re Srabana
Music Purna Khuntia
Music Label Sudhkar Gopal

Top 10 Songs - Album Lyrics Recommends

Srabana Re Srabana Video

Video Thumbnail

Srabana Re Srabana FAQs & Trivia


Who wrote the lyrics of "Srabana Re Srabana" song?

has written the lyrics of "Srabana Re Srabana".

Who is the singer of "Srabana Re Srabana" song?

Udit Narayan have sung the song "Srabana Re Srabana".

Who directed "Srabana Re Srabana" music video?

'NAME' has directed the music video of "Srabana Re Srabana".

Who has featured in the music video?

Send feedback to Odialyrics