Published: July 18, 2025| Updated:July 18, 2025
Aanichi Khira Bela Patara: The bhajan song is sing by Namita Agarwal, and has music by Prem Anand while Alekh Biswal has written the Shiba Pradipa Lyrics.
"Aanichi Khira Bela Patara" is a popular Odia song featuring soulful vocals by Namita Agarwal. The lyrics blend poetic imagery with devotional themes, characteristic of Odia music.
Aanichhi khira bela patara, gaisa champa hara
Utha he hara shib shankar, aaji ta somabara
Bam bam hara hara, bam bam hara hara
Bam bam hara hara, bam bam hara hara
Raktachandane ramanka nama, lekha bela patra
Gotiki gotiki sahe aathati, deuchi nia hara
Bam bam hara hara, bam bam hara hara
Bam bam hara hara, bam bam hara hara
Bhoga aanichhi mu prabhu, purna kari puja thaali
Uchharuchi panchakshyara, jhuna dhoopa deepa jaali
Bhoga aanichhi mu prabhu, purna kari puja thaali
Uchharuchi panchakshyara, jhuna dhoopa deepa jaali
Ki bhoga debi tumaku prabhu, tume ta yogibara
Phale pushpe mu aanichhi, yaha saadare ghena kara
Bam bam hara hara, bam bam hara hara
Bam bam hara hara, bam bam hara hara
Ki aba kahibi prabhu, tume jaana mana katha
Nirabe guhaari kare, tuma paade nai matha
Ki aba kahibi prabhu, tume jaana mana katha
Nirabe guhaari kare, tuma paade nai matha
Dukhi ra dukha haruchha, boli tumara nama hara
Tuma karuna paduka daane, mote hi sukhi kara
Bam bam har har, bam bam har har
Bam bam har har, bam bam har har
Bam bam har har, bam bam har har
Bam bam har har, bam bam har har
ଆଣିଛି କ୍ଷୀର ବେଲ ପତର ଗଇସ ଚମ୍ପା ହାର
ଉଠ ହେ ହର ଶିବ ଶଙ୍କର ଆଜି ତ ସୋମବାର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ରକ୍ତଚନ୍ଦନେ ରାମଙ୍କ ନାମ ଲେଖା ବେଲ ପତର
ଗୋଟିକି ଗୋଟି ଶହେ ଆଠଟି ଦେଉଛି ନିଅ ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ଭୋଗ ଆଣିଛି ମୁଁ ପ୍ରଭୁ ପୂର୍ଣ୍ଣ କରି ପୂଜା ଥାଳି
ଉଚ୍ଚାରୁଚି ପଞ୍ଚାକ୍ଷର ଝୁଣା ଧୂପ ଦୀପ ଜାଳି
ଭୋଗ ଆଣିଛି ମୁଁ ପ୍ରଭୁ ପୂର୍ଣ୍ଣ କରି ପୂଜା ଥାଳି
ଉଚ୍ଚରୁଛି ପଞ୍ଚାକ୍ଷର ଝୁଣା ଧୂପ ଦୀପ ଜାଳି
କି ଭୋଗ ଦେବି ତୁମକୁ ପ୍ରଭୁ ତୁମେ ତ ଯୋଗୀବର
ଫଳେ ପୁଷ୍ପେ ମୁଁ ଆଣିଛି ଯାହା ସାଦରେ ଘେନା କର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
କି ଅବା କହିବି ପ୍ରଭୁ ତୁମେ ଜାଣ ମନ କଥା
ନିରବେ ଗୁହାରୀ କରେ ତୁମ ପାଦେ ନଇଁ ମଥା
କି ଅବା କହିବି ପ୍ରଭୁ ତୁମେ ଜାଣ ମନ କଥା
ନିରବେ ଗୁହାରୀ କରେ ତୁମ ପାଦେ ନଇଁ ମଥା
ଦୁଃଖୀ ର ଦୁଃଖ ହରୁଛ ବୋଲି ତୁମର ନାଁ ହର
ତୁମ କରୁଣା ପାଦୁକ ଦାନେ ମୋତେ ହିଁ ସୁଖୀ କର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର
Written by:
Alekh Biswal
Singer | Namita Agarwal |
---|---|
Album | Shiba Pradipa |
Lyricist | Alekh Biswal |
Music | Prem Anand |
Music Label | Sidharth Music |
Alekh Biswal has written the lyrics of "Aanichi Khira Bela Patara".
Namita Agarwal have sung the song "Aanichi Khira Bela Patara".
'NAME' has directed the music video of "Aanichi Khira Bela Patara".