Priya Mora Lajei Odia Lyrics
Published: July 18, 2024| Updated:July 18, 2024
Priya Mora Lajei: The odia song is sing by Humane Sagar, Soujannya Rath, and has music by Akshay Samal while Akshay Samal has written the Priya Mora Lajei Lyrics.
About the Song
"Priya Mora Lajei" is a popular Album song featuring soulful vocals by Humane Sagar and Soujannya Rath. The lyrics blend poetic imagery with album themes, characteristic of Album music.
Priya Mora Lajei Album Lyrics
ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
ସଜେଇ,ସଜେଇ,ସଜେଇ
ସକାଳୁ ସକାଳୁ ହାଏ,
ପ୍ରିୟା ହଳଦୀ ମୁଁହରେ
ଆଇନା କୁ ଚାହିଁ ଦିଏ
ଆଇନା କୁ ଚାହିଁ ଦିଏ
ହୋ ଲାଜକୁଳି ପରି ହାଏ,
କିଏ ତାକୁ ଛୁଇଁଲା କି
ଭାବି ସିଏ ଚମକି ଯାଏ
ଭାବି ସିଏ ଚମକି ଯାଏ
ହୋ ଏମିତିକା ପ୍ରିୟା ସିଏ,
ମୋ ଅଭିମାନିନୀ ଟେ ହାଏ..
ହୋ ଏମିତିକା ପ୍ରିୟା ସିଏ,
ମୋ ଅଭିମାନିନୀ ଟେ ହାଏ
ମୁ ନାହିଁ ବୋଲି ପାଖେ ତାର ସିଏ
ହୁଏ ଫୁଲେଇ
ପ୍ରିୟା ମୋର ଲାଜେଇ,
ଲାଜ ଗହଣା ରେ ହୁଏ ସଜେଇ
ହୋ ପ୍ରିୟା ମୋର ଲାଜେଇ,
ଲାଜ ଗହଣା ରେ ହୁଏ ସଜେଇ
ହୋ ଭାବି ନଥିଲି ମୁଁଏମିତି ହଜିବି
ତୋ ପ୍ରେମର ଗୋଲାପୀ ସହରରେ,
କେମିତି କେଜାଣି ପଡ଼ିଲି ପ୍ରେମରେ
ଫେରିବାକୁ ଆଉ ତ ଇଛା ନାହିଁ
ହୋ ଏମିତିକା ପ୍ରିୟା ମୋର,
ସତେ ପ୍ରଜାପତି ମନ ତାର
ସେ ମୋ କଥା ଭାବିକି ହାଏ,
ସତେ ଭାବନାରେ ଉଡ଼ୁଥାଏ
ହୋ ଭାବନା ରାଇଜେ ସରମୀ ରଙ୍ଗ ଦିଏ ଲଗେଇ
ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
ହୋ ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
ଘର ଅଗଣା କୁ ଆସି ଦେଖେ ଖାଲି
କାଳେ ତୁ ଆସିଛୁ ମତେ ଦେଖିବାକୁ,
ଆସି ଦେଖେ ଯେବେ କେହି ନାହିଁ ବୋଲି
ଇଛା ହୁଏ ତ ସାଥେ ଗପିବାକୁ
ହୋ ସରମି ଲତା ଟେ ହାଏ,
ସେ କେତେ କଥା ଭାବୁ ଥାଏ
ତାର ଭାବନାର ସୀମା ନାହିଁ,
କେବେ କାନ୍ଦି ଦିଏ କଇଁ କଇଁ
ହାଏ ଟିକେ ନ ଗପିଲେ ତା ସାଥେ ମୁଁହ ଦିଏ ଶୁଖେଇ
ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
ହୋ ପ୍ରିୟା ମୋର ଲାଜେଇ
ଲାଜ ଗହଣା ରେ ହୁଏ ସଜେଇ
Written by:
Akshay Samal
Related Songs
Barasilu Prema Hei Re
Humane Sagar, Aseema PandaPrema Ra Chhita
Humane Sagar, Antara ChakrabortyBhija Bhija Barshare
Humane Sagar, Neha NiharikaNishulka Prema
Humane Sagar, Lipsa MahapatraPrema Faguna Ta
Humane Sagar, Aseema PandaTobina Banchiba Sikhei Deija
Humane SagarAau Kie Jadi Thila To Mana Re
Humane SagarE Prema Na Aau Kichi
Humane Sagar, Neha NiharikaPriya Mora Lajei Song Info
| Singer | Humane Sagar, Soujannya Rath |
|---|---|
| Album | Priya Mora Lajei |
| Lyricist | Akshay Samal |
| Music | Akshay Samal |
| Music Label | Pro Music Odia |
Top 10 Songs - Album Lyrics Recommends
Priya Mora Lajei Video
Priya Mora Lajei FAQs & Trivia
Who wrote the lyrics of "Priya Mora Lajei" song?
Akshay Samal has written the lyrics of "Priya Mora Lajei".
Who is the singer of "Priya Mora Lajei" song?
Humane Sagar, Soujannya Rath have sung the song "Priya Mora Lajei".
Who directed "Priya Mora Lajei" music video?
'NAME' has directed the music video of "Priya Mora Lajei".