Premaku Kare Mun Duru Juhara Odia Lyrics

Published: March 17, 2026| Updated:March 17, 2026

Premaku Kare Mun Duru Juhara: The odia song is sing by Aseema Panda, and has music by Abinash Mishra while Pinkun Jena has written the Premaku Kare Mun Duru Juhara Lyrics.

About the Song

" Premaku Kare Mun Duru Juhara" is a popular Album song featuring soulful vocals by Aseema Panda. The lyrics blend poetic imagery with album themes, characteristic of Album music.

Premaku Kare Mun Duru Juhara Album Lyrics

Premaku kare mu duru juhara
Thaki dei gala pare premika mora

Premaku kare mu duru juhara
Thaki dei gala pare premika mora

Heigala pare se au kahara
Akhira luha heichi nijara mora

Adha bate mate jadi chhadibara thila
Kahinki jibane asi bhala pauthila
Adha bate mate jadi chhadibara thila

Kahinki jibane asi bhala pauthila
Tanidela samparkara kalanka gara

Premaku kare mu duru juhara
Thaki dei gala pare premika mora

Premaku kare mu duru juhara
Thaki dei gala pare premika mora

Phula bhabi chhatire rakhithili taku
Kanta saji raktata se kala e chhatiku

Han.. phula bhabi chhatire rakhithili taku
Kanta saji raktata se kala e chhatiku

Piai prema jahara jibana nela se mora
Piai prema jahara jibana nela se mora
Nija hate bhangidela swapnara ghara

Premaku kare mu duru juhara
Thaki dei gala pare premika mora

Premaku kare mu duru juhara
Thaki dei gala pare premika mora

Saat janma sathi pain khaithila rana
Swartha pain premaku se dela balidana

Ho, saat janma pain sie khaithila rana
Swartha pain premaku se dela balidana

Bhangi e hrudaya mora, gala se batare tara
Bhangi e hrudaya mora, gala se batare tara
Jalidel? e manaku, hela angara

Premaku kare mu duru juhara
Thaki dei gala pare premika mora

Premaku kare mu duru juhara
Thaki dei gala pare premika mora

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ହେଇଗଲା ପରେ ସେ ଆଉ କାହାର
ଆଖିର ଲୁହ ହେଇଛି ନିଜର ମୋର

ଅଧା ବାଟେ ମତେ ଯଦି ଛାଡିବାର ଥିଲା
କାହିଁକି ଜୀବନେ ଆସି ଭଲ ପାଉଥିଲା
ଅଧା ବାଟେ ମତେ ଯଦି ଛାଡିବାର ଥିଲା

କାହିଁକି ଜୀବନେ ଆସି ଭଲ ପାଉଥିଲା
ଟାଣିଦେଲା ସମ୍ପର୍କର କଳଙ୍କ ଗାର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ଫୁଲ ଭାବି ଛାତିରେ ରଖିଥିଲି ତାକୁ
କଣ୍ଟା ସାଜି ରକ୍ତାତ ସେ କଲା ଏ ଛାତିକୁ

ହଁ..ଫୁଲ ଭାବି ଛାତିରେ ରଖିଥିଲି ତାକୁ
କଣ୍ଟା ସାଜି ରକ୍ତାତ ସେ କଲା ଏ ଛାତିକୁ

ପିଆଇ ପ୍ରେମ ଜହର ଜୀବନ ନେଲା ସେ ମୋର
ପିଆଇ ପ୍ରେମ ଜହର ଜୀବନ ନେଲା ସେ ମୋର
ନିଜ ହାତେ ଭାଙ୍ଗିଦେଲା ସ୍ୱପ୍ନର ଘର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ସାତ ଜନ୍ମ ସାଥି ପାଇଁ ଖାଇଥିଲା ରାଣ
ସ୍ୱାର୍ଥ ପାଇଁ ପ୍ରେମକୁ ସେ ଦେଲା ବଳିଦାନ

ହୋ, ସାତ ଜନ୍ମ ପାଇଁ ସିଏ ଖାଇଥିଲା ରାଣ
ସ୍ୱାର୍ଥ ପାଇଁ ପ୍ରେମକୁ ସେ ଦେଲା ବଳିଦାନ

ଭାଙ୍ଗି ଏ ହୃଦୟ ମୋର, ଗଲା ସେ ବାଟରେ ତାର
ଭାଙ୍ଗି ଏ ହୃଦୟ ମୋର, ଗଲା ସେ ବାଟରେ ତାର
ଜାଳିଦେଲା ଏ ମନକୁ, ହେଲା ଅଙ୍ଗାର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

ପ୍ରେମକୁ କରେ ମୁଁ ଦୂରୁ ଜୁହାର
ଠକି ଦେଇ ଗଲା ପରେ ପ୍ରେମିକ ମୋର

Written by:
Pinkun Jena

Related Songs

Premaku Kare Mun Duru Juhara Song Info

Singer Aseema Panda
Album Premaku Kare Mun Duru Juhara
Lyricist Pinkun Jena
Music Abinash Mishra
Music Label EnewsOdia

Top 10 Songs - Album Lyrics Recommends

Premaku Kare Mun Duru Juhara Video

Video Thumbnail

Premaku Kare Mun Duru Juhara FAQs & Trivia


Who wrote the lyrics of " Premaku Kare Mun Duru Juhara" song?

Pinkun Jena has written the lyrics of " Premaku Kare Mun Duru Juhara".

Who is the singer of " Premaku Kare Mun Duru Juhara" song?

Aseema Panda have sung the song " Premaku Kare Mun Duru Juhara".

Who directed " Premaku Kare Mun Duru Juhara" music video?

'NAME' has directed the music video of " Premaku Kare Mun Duru Juhara".

Who has featured in the music video?

Send feedback to Odialyrics