Published: August 16, 2025| Updated:August 16, 2025
Akhire Akhire Prema Hela Re Ebe Ebe: The odia song is sing by Humane Sagar, Aseema Panda, and has music by Asad Nizam while Arun Mantri has written the Prema Helare Ebe Ebe Lyrics.
"Akhire Akhire Prema Hela Re Ebe Ebe" is a popular Odia song featuring soulful vocals by Humane Sagar and Aseema Panda. The lyrics blend poetic imagery with album themes, characteristic of Odia music.
Adhakuha katha mora
Bhasa hela to othare
Adha dekha swapna mora
Rupa nela to akhire
Akhire palaka pade jetethara
Othare to naa ase setethara
Chhatire spandana chale jetethara
E mana to katha bhabe setethara
Jaha bhabinathili mu agaru kebe
Akhire akhire prema hela re ebe ebe
Prema galire paada deli re ebe ebe
Han akhire akhire prema hela re ebe ebe
Prema galire pada deli re ebe ebe
Ranga jhari jauchhi megha bi jharuchhi
Ranga na megha dela ke daga kie janichhi
Ho nai aji na bahi ataki jaichhi
Daria sate nai pakhaku dhain asichhi
Naire bhanri khele jetethara
To pakhe hrudaya hare mu setethara
Lahari kulaku chhune jatethara
Nijara thikana bhule mu sete thara
Jaha bhuli na thili mu agaru kebe
Akhire akhire prema hela re ebe ebe
Prema galire paada deli re ebe ebe
Han akhire akhire prema hela re ebe ebe
Prema galire pada deli re ebe ebe
Khara lage shetala chhai ta jaluchhi
Sei chhaiku jalaye kie mu ki janichhi
Han phula pakhe pabana ataki jaichhi
Mahu na basna kariba chori tike bhabuchhi
Palaku pabana chhune jete thara
Sharamiyae to chhuanre sete thara
Phaguna jharae ranga jete thara
Sapana mo akhi dekhe setethara
Jaha dekhi na thili mu agaru kebe
Akhire akhire prema hela re ebe ebe
Prema galire paada deli re ebe ebe
Haan akhire akhire prema hela re ebe ebe
Prema galire paada deli re ebe ebe
ଅଧାକୁହା କଥା ମୋର
ଭାଷା ହେଲା ତୋ ଓଠରେ
ଅଧା ଦେଖା ସ୍ବପ୍ନ ମୋର
ରୂପ ନେଲା ତୋ ଆଖିରେ
ଆଖିରେ ପଲକ ପଡେ ଯେତେଥର
ଓଠରେ ତୋ ନାଁ ଆସେ ସେତେଥର
ଛାତିରେ ସ୍ପନ୍ଦନ ଚାଲେ ଯେତେଥର
ଏ ମନ ତୋ କଥା ଭାବେ ସେତେଥର
ଯାହା ଭାବିନଥିଲି ମୁଁ ଆଗରୁ କେବେ
ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
ହଁ ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
ରଙ୍ଗ ଝରି ଯାଉଛି ମେଘ ବି ଝରୁଛି
ରଙ୍ଗ ନା ମେଘ ଦେଲା କେ ଦାଗ କିଏ ଜାଣିଛି
ହୋ ନଈ ଆଜି ନ ବହି ଅଟକି ଯାଇଛି
ଦରିଆ ସତେ ନଈ ପାଖକୁ ଧାଇଁ ଆସିଛି
ନଈରେ ଭଅଁରୀ ଖେଳେ ଯେତେଥର
ତୋ ପାଖେ ହୃଦୟ ହାରେ ମୁଁ ସେତେଥର
ଲହରୀ କୁଳକୁ ଛୁଁଏ ଯତେଥର
ନିଜର ଠିକଣା ଭୁଲେ ମୁଁ ସେତେ ଥର
ଯାହା ଭୁଲି ନ ଥିଲି ମୁଁ ଆଗରୁ କେବେ
ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
ହଁ ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
ଖରା ଲାଗେ ଶୀତଳ ଛାଇ ତ ଜଳୁଛି
ସେଇ ଛାଇକୁ ଜଳାଏ କିଏ ମୁଁ କି ଜାଣିଛି
ହଁ ଫୁଲ ପାଖେ ପବନ ଅଟକି ଯାଇଛି
ମହୁ ନା ବାସ୍ନା କରିବ ଚୋରି ଟିକେ ଭାବୁଛି
ପଲକୁ ପବନ ଛୁଁଏ ଯେତେ ଥର
ଶରମୀଯାଏ ତୋ ଛୁଆଁରେ ସେତେ ଥର
ଫଗୁଣ ଝରାଏ ରଙ୍ଗ ଯେତେ ଥର
ସପନ ମୋ ଆଖି ଦେଖେ ସେତେଥର
ଯାହା ଦେଖି ନ ଥିଲି ମୁଁ ଆଗରୁ କେବେ
ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
ହଁ ଆଖିରେ ଆଖିରେ ପ୍ରେମ ହେଲା ରେ ଏବେ ଏବେ
ପ୍ରେମ ଗଳିରେ ପାଦ ଦେଲି ରେ ଏବେ ଏବେ
Written by:
Arun Mantri
Singer | Humane Sagar, Aseema Panda |
---|---|
Album | Prema Helare Ebe Ebe |
Lyricist | Arun Mantri |
Music | Asad Nizam |
Music Label | Amara Muzik Odia |
Arun Mantri has written the lyrics of "Akhire Akhire Prema Hela Re Ebe Ebe".
Humane Sagar, Aseema Panda have sung the song "Akhire Akhire Prema Hela Re Ebe Ebe".
'NAME' has directed the music video of "Akhire Akhire Prema Hela Re Ebe Ebe".