Published: September 7, 2025| Updated:September 7, 2025
Meghare Megha Tu Barashi Jaa: The odia song is sing by Humane Sagar, Pragyan Hota, and has music by Abinash Mishra while Sunil Maharana has written the Meghare Megha Tu Barashi Ja Lyrics.
"Meghare Megha Tu Barashi Jaa" is a popular Odia song featuring soulful vocals by Humane Sagar and Pragyan Hota. The lyrics blend poetic imagery with album themes, characteristic of Odia music.
Kohala kohala paban deigala taa chhuaa
Barsare bhijiba kahuchhi mo sundari priyaa
Kohala kohala paban deigala taa chhuaa
Barsare bhijiba kahuchhi mo sundari priyaa
Mo sundari priyaa
Meghare megha tu barashi jaa
Meghare megha tu barashi jaa
Lagichi aaji e taamana mo premara niaa
Bhijei de mitha meghare bhiji jau mo priyaa
Bhiji jau mo priyaa
Meghare megha tu barashi jaa
Meghare megha tu barashi jaa
Emiti rupasi mo priyaa sate
Jahna thu niyaara laguchi mote
Jete dekhile bi priyaa
Nua nua laguchi sete
Ho shraaban ku bhaari bhalapaae se
Chhuta pilapari khusi hue se
Sukumari priyaa mor bhiji gale
Beshi mahake
Mopakhaku aaji asichi mo abujhaa priyaa
Kauthi bhasuchhu tu aaji ei baata deija
Ei baata deija
Meghare megha tu barashi jaa
Meghare megha tu barashi jaa
Meghare tu kain karuchhu deri
Priyaa ku bhijei jaa tu pheri
Rusichi mo priyaa aaji basichi re manaku maari
Ho mo gaa aade tu naase pachhe
Mo priyaa gaae re jaai barashe
Abhimani priyaa mor bhiji jau khusire tike
Bhala laage mo priyaaku bhijaa maatira chhuaa
Odaa odaa paaga dekhile khusi hue mo priyaa
Khusi hue mo priyaa
Meghare megha tu barashi jaa
Meghare megha tu barashi jaa
Meghare megha tu barashi jaa
Meghare megha tu barashi jaa
କୋହଲା କୋହଲା ପବନ ଦେଇଗଲା ତା ଛୁଆଁ
ବର୍ଷାରେ ଭିଜିବ କହୁଛି ମୋ ସୁନ୍ଦରୀ ପ୍ରିୟା
କୋହଲା କୋହଲା ପବନ ଦେଇଗଲା ତା ଛୁଆଁ
ବର୍ଷାରେ ଭିଜିବ କହୁଛି ମୋ ସୁନ୍ଦରୀ ପ୍ରିୟା
ମୋ ସୁନ୍ଦରୀ ପ୍ରିୟା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
ଲାଗିଛି ଆଜି ଏ ତାମନ ମୋ ପ୍ରେମର ନିଆଁ
ଭିଜେଇ ଦେ ମିଠା ମେଘରେ ଭିଜି ଯାଉ ମୋ ପ୍ରିୟା
ଭିଜି ଯାଉ ମୋ ପ୍ରିୟା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
ଏମିତି ରୁପସୀ ମୋ ପ୍ରିୟା ସତେ
ଜହ୍ନ ଠୁ ନିଆରା ଲାଗୁଚି ମୋତେ
ଯେତେ ଦେଖିଲେ ବି ପ୍ରିୟା
ନୂଆ ନୂଆ ଲାଗୁଛି ସେତେ
ହୋ ଶ୍ରାବଣ କୁ ଭାରି ଭଲ ପାଏ ସେ
ଚୁଟ ପିଲାପରି ଖୁସି ହୁଏ ସେ
ସୁକୁମାରୀ ପ୍ରିୟା ମୋର ଭିଜି ଗଲେ
ବେଶୀ ମହକେ
ମୋପାଖକୁ ଆଜି ଆସିଛି ମୋ ଅବୁଝା ପ୍ରିୟା
କଉଠି ଭାସୁଛୁ ତୁ ଆଜି ଏଇ ବାଟ ଦେଇଯା
ଏଇ ବାଟ ଦେଇଯା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
ମେଘରେ ତୁ କାଇଁ କରୁଚୁ ଡେରି
ପ୍ରିୟା କୁ ଭିଜେଇ ଯା ତୁ ଫେରି
ରୂଷିଛି ମୋ ପ୍ରିୟା ଆଜି ବସିଛି ରେ ମନକୁ ମାରି
ହୋ ମୋ ଗାଁ ଆଡେ ତୁ ନଆସେ ପଛେ
ମୋ ପ୍ରିୟା ଗାଁ ରେ ଯାଇ ବରଷେ
ଅଭିମାନୀ ପ୍ରିୟା ମୋର ଭିଜି ଯାଉ ଖୁସିରେ ଟିକେ
ଭଲ ଲାଗେ ମୋ ପ୍ରିୟାକୁ ଭିଜା ମାଟିର ଛୁଆଁ
ଓଦା ଓଦା ପାଗ ଦେଖିଲେ ଖୁସି ହୁଏ ମୋ ପ୍ରିୟା
ଖୁସି ହୁଏ ମୋ ପ୍ରିୟା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
ମେଘରେ ମେଘ ତୁ ବରଷୀ ଯା
Written by:
Sunil Maharana
Singer | Humane Sagar, Pragyan Hota |
---|---|
Album | Meghare Megha Tu Barashi Ja |
Lyricist | Sunil Maharana |
Music | Abinash Mishra |
Music Label | Odisha Records |
Sunil Maharana has written the lyrics of "Meghare Megha Tu Barashi Jaa".
Humane Sagar, Pragyan Hota have sung the song "Meghare Megha Tu Barashi Jaa".
'NAME' has directed the music video of "Meghare Megha Tu Barashi Jaa".