Mu To Premi Odia Lyrics

Published: February 25, 2026| Updated:February 25, 2026

Mu To Premi: The odia song is sing by Humane Sagar, Aseema Panda, and has music by Prem Anand while Basant Raj Samal has written the Mu To Premi Lyrics.

About the Song

" Mu To Premi" is a popular Album song featuring soulful vocals by Humane Sagar and Aseema Panda. The lyrics blend poetic imagery with album themes, characteristic of Album music.

Mu To Premi Album Lyrics

Prema tora pruthibire lage sabutharu daami

Premi, premi, mu to, premi
Premi, premi, mu to, premi

Premi, premi, mu to, premi
Premi, premi, mu to, premi

To premare jibanare dukha sabu gala kami

Premi, premi, tu mo, premi
Premi, premi, tu mo, premi

Premi, premi, tu mo, premi
Premi, premi, tu mo, premi

Agaru eyajae thili mu eka
Jani mu emiti modare haba dekha
Alpa dekhare kalu kimia

Han.. chhadijiba pain ichha nahi au e dunia
To chhuare mitha megha oda kala marubhumi

Premi, premi, mu to, premi
Premi, premi, mu to, premi

Premi, premi, tu mo, premi
Premi, premi, tu mo, premi

Tu mote delu re nua janama
Gala janamaru adha thila bodhe ama prema
Han.. bataru pherila asi marana

Tori sathire jiinbi, maribi deli rana
Tu asilu mahu dhali bohigala mausumi

Premi, premi, tu mo, premi
Premi, premi, tu mo, premi

Premi, premi, mu to, premi
Premi, premi, mu to, premi

ପ୍ରେମ ତୋର ପୃଥିବୀରେ ଲାଗେ ସବୁଠାରୁ ଦାମୀ

ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ

ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ

ତୋ ପ୍ରେମରେ ଜୀବନରେ ଦୁଃଖ ସବୁ ଗଲା କମି

ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ

ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ

ଆଗରୁ ଏଯାଏ ଥିଲି ମୁଁ ଏକା
ଜାଣି ମୁଁ ଏମିତି ମୋଡ଼ରେ ହବ ଦେଖା
ଅଳପ ଦେଖାରେ କଲୁ କିମିଆଁ

ହଁ..ଛାଡିଯିବା ପାଇଁ ଇଚ୍ଛାନାହିଁ ଆଉ ଏ ଦୁନିଆଁ
ତୋ ଛୁଆଁରେ ମିଠା ମେଘ ଓଦା କଲା ମରୁଭୂମି

ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ

ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ

ତୁ ମୋତେ ଦେଲୁ ରେ ନୂଆ ଜନମ
ଗଲା ଜନମରୁ ଅଧା ଥିଲା ବୋଧେ ଆମ ପ୍ରେମ
ହଁ..ବାଟରୁ ଫେରିଲା ଆସି ମରଣ

ତୋରି ସାଥିରେ ଜିଇଁବି, ମରିବି ଦେଲି ରାଣ
ତୁ ଆସିଲୁ ମହୁ ଢ଼ାଳି ବୋହିଗଲା ମଉସୁମୀ

ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ତୁ ମୋ, ପ୍ରେମୀ

ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ
ପ୍ରେମୀ, ପ୍ରେମୀ, ମୁଁ ତୋ, ପ୍ରେମୀ

Written by:
Basant Raj Samal

Related Songs

Mu To Premi Song Info

Singer Humane Sagar, Aseema Panda
Album Mu To Premi
Lyricist Basant Raj Samal
Music Prem Anand
Music Label Tarang Music

Top 10 Songs - Album Lyrics Recommends

Mu To Premi Video

Video Thumbnail

Mu To Premi FAQs & Trivia


Who wrote the lyrics of " Mu To Premi" song?

Basant Raj Samal has written the lyrics of " Mu To Premi".

Who is the singer of " Mu To Premi" song?

Humane Sagar, Aseema Panda have sung the song " Mu To Premi".

Who directed " Mu To Premi" music video?

'NAME' has directed the music video of " Mu To Premi".

Who has featured in the music video?

Send feedback to Odialyrics