He Samaya Odia Lyrics
Published: February 11, 2026| Updated:February 11, 2026
He Samaya : The odia song is sing by Babul Supriyo, and has music by Shantiraj Khosla while Srikant Gautam has written the Mu Aau Tame Lyrics.
About the Song
" He Samaya " is a popular Album song featuring soulful vocals by Babul Supriyo. The lyrics blend poetic imagery with album themes, characteristic of Album music.
He Samaya Album Lyrics
He samaya, bayasaku mora nelu chorei
He samaya, bayasaku mora nelu chorei
Kou sindukare delu luchei
Kou sindukare delu luchei
He samaya, nehura hauchi, ali mu karichi
Mo piladina mote dia ferei
Mo piladina mote dia ferei
He samaya, bayasaku mora nelu chorei
Betamadhaku dari, bahi bastani dhari
Luchichi kebe jai, amba totare, kebe nai pathare
Puruna khata chiri, kagaja danga kari
Bhasei deichi mu barasa thare, ghare danda duare
Bouku kete micha kahichi, khara bele luchi amba tolichi
Chori kari puni dhara padichi, kana dhari uthabasa heichi
He samaya, nehura hauchi, ali mu karichi
Mo dustami dinaku dia ferei
Mo dustami dinaku dia ferei
He samaya, bayasaku mora nelu chorei
Tala upara hei, bhai bhauni dui
Karichu pada kete, rushichu kete, chhotachhota kathare
Bouku phusulei bapanku na janei
Nat dekhivaku luchuluchi jaichi ratia dhare
Mamun ghare kharachhuti katichi, gachha upare khasi padichi
Badhhi panire machha dharichi, bana phutei hata podichi
He samaya, nehura hauchi, ali mu karichi
Mo hajila dinaku dia ferei
Mo hajila dinaku dia ferei
He samaya, bayasaku mora nelu chorei
He samaya, bayasaku mora nelu chorei
Kou sindukare delu luchei
Kou sindukare delu luchei
He samaya, nehura hauchi, ali mu karichi
Mo piladina mote dia ferei
Mo piladina mote dia ferei
He samaya, bayasaku mora nelu chorei
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ, ନେହୁରା ହଉଛି , ଅଳି ମୁଁ କରିଛି
ମୋ ପିଲାଦିନ ମୋତେ ଦିଅ ଫେରେଇ
ମୋ ପିଲାଦିନ ମୋତେ ଦିଅ ଫେରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
ବେତମାଡ଼କୁ ଡରି, ବହି ବସ୍ତାନି ଧରି
ଲୁଚିଛି କେବେ ଯାଇ, ଆମ୍ବ ତୋଟାରେ ,କେବେ ନଈପଠାରେ
ପୁରୁଣା ଖାତା ଚିରି, କାଗଜ ଡଙ୍ଗା କରି
ଭସେଇ ଦେଇଛି ମୁଁ ବରଷା ଠାରେ, ଘରେ ଦାଣ୍ଡଦୁଆରେ
ବୋଉକୁ କେତେ ମିଛ କହିଛି, ଖରାବେଳେ ଲୁଚି ଆମ୍ବ ତୋଳିଛି
ଚୋରି କରି ପୁଣି ଧାରା ପଡ଼ିଛି କାନ ଧରି ଉଠବସ ହେଇଛି
ହେ ସମୟ, ନେହୁରା ହଉଛି ଅଳି ମୁଁ କରିଛି
ମୋ ଦୁଷ୍ଟାମୀ ଦିନକୁ ଦିଅ ଫେରେଇ
ମୋ ଦୁଷ୍ଟାମୀ ଦିନକୁ ଦିଅ ଫେରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
ତଳ ଉପର ହେଇ, ଭାଇ ଭଉଣୀ ଦୁଇ
କରିଛୁ ପାଦ କେତେ ରୁଷିଛୁ କେତେ, ଛୋଟଛୋଟ କଥାରେ
ବୋଉକୁ ଫୁସୁଲେଇ ବାପାଙ୍କୁ ନ ଜଣେଇ,
ନାଟ ଦେଖିବାକୁ ଲୁଚୁଲଚି ଯାଇଛି ରାତିଅଧରେ
ମାମୁଁଘରେ ଖରାଛୁଟି କାଟିଛି, ଗଛ ଉପରୁ ଖସିପଡ଼ିଛି
ବଢ଼ିପାଣିରେ ମାଛ ଧରିଛି, ବାଣ ଫୁଟେଇ ହାତ ପୋଡ଼ିଛି
ହେ ସମୟ, ନେହୁରା ହଉଛି , ଅଳି ମୁଁ କରିଛି
ମୋ ହଜିଲା ଦିନକୁ ଦିଅ ଫେରେଇ
ମୋ ହଜିଲା ଦିନକୁ ଦିଅ ଫେରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ, ନେହୁରା ହଉଛି ଅଳି ମୁଁ କରିଛି
ମୋ ପିଲାଦିନ ମୋତେ ଦିଅ ଫେରେଇ
ମୋ ପିଲାଦିନ ମୋତେ ଦିଅ ଫେରେଇ
ହେ ସମୟ, ବୟସକୁ ମୋର ନେଲୁ ଚୋରେଇ
Written by:
Srikant Gautam
Related Songs
He Samaya Song Info
| Singer | Babul Supriyo |
|---|---|
| Album | Mu Aau Tame |
| Lyricist | Srikant Gautam |
| Music | Shantiraj Khosla |
| Music Label | Sun Music Odia |
Top 10 Songs - Album Lyrics Recommends
He Samaya Video
He Samaya FAQs & Trivia
Who wrote the lyrics of " He Samaya " song?
Srikant Gautam has written the lyrics of " He Samaya ".
Who is the singer of " He Samaya " song?
Babul Supriyo have sung the song " He Samaya ".
Who directed " He Samaya " music video?
'NAME' has directed the music video of " He Samaya ".