Published: August 22, 2025| Updated:August 22, 2025
Peta Pain Maa: The bhajan song is sing by Mohammed Aziz, and has music by Prem Anand while Panchanana Nayak has written the Chaka Chandana Lyrics.
"Peta Pain Maa" is a popular Odia song featuring soulful vocals by Mohammed Aziz. The lyrics blend poetic imagery with devotional themes, characteristic of Odia music.
Peta pain maa bike jadi chhua
Tor kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Anathaku jadi bhata na milila
Tora kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Tusina maha sukhi to sukh sahare
Koti koti dukhi para to bada dandare
Tusina maha sukhi to sukh sahare
Koti koti dukhi para to bada dandare
Tusina soi jau chandan sejjare
Garibara rati bite bhanga mati ghare
Bhikariku jadi bhik na milila tor kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Topain sabudin pakhala re ghia
Bhikaririra bhuk mare pi akhi luha
Topain sabudin pakhala re ghia
Bhikaririra bhuka mare pi akhi luha
Topain khanja kshira sandesh rabedi
Tope kshira pain mare maa ra sankhali
Mu kebe jadi mare kandi kandi
Tor kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Peta pain maa bike jadi chhua
Tora kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Anathaku jadi bhata na milila
Tora kana gala re
Tuta sathie pauti bala re
Tuta sathie pauti bala
Ho ho la la, ho ho la la
Ho ho la la, ho ho la la
Ho ho la la, ho ho la la
Ho ho la la, ho ho la la
ପେଟ ପାଇଁ ମା ବିକେ ଯଦି ଛୁଆ
ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ତୁସିନା ମହା ସୁଖୀ ତୋ ସୁଖ ସହରେ
କୋଟି କୋଟି ଦୁଖୀ ପରା ତୋ ବଡ଼ ଦାଣ୍ଡରେ
ତୁସିନା ମହା ସୁଖୀ ତୋ ସୁଖ ସହରେ
କୋଟି କୋଟି ଦୁଖୀ ପରା ତୋ ବଡ଼ ଦାଣ୍ଡରେ
ତୁସିନା ସୋଇ ଯାଉ ଚନ୍ଦନ ସେଜରେ
ଗରୀବର ରାତି ବିତେ ଭଙ୍ଗା ମାଟି ଘରେ
ଭିକାରିକୁ ଯଦି ଭିକ ନମିଳିଲା ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ତୋପାଇଁ ସବୁଦିନ ପଖାଳରେ ଘିଅ
ଭିକାରିରିର ଭୁକ ମରେ ପି ଆଖି ଲୁହ
ତୋପାଇଁ ସବୁଦିନ ପଖାଳରେ ଘିଅ
ଭିକାରିରିର ଭୁକ ମରେ ପି ଆଖି ଲୁହ
ତୋପାଇଁ ଖଞ୍ଜା କ୍ଷୀରା ସନ୍ଦେଶ ରାବେଡି
ଟୋପେ କ୍ଷୀର ପାଇଁ ମରେ ମା ର ସଙ୍ଖାଳି
ମୁଁ କେବେ ଯଦି ମରେ କାନ୍ଦି କାନ୍ଦି
ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ପେଟ ପାଇଁ ମା ବିକେ ଯଦି ଛୁଆ
ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁତ ଷାଠିଏ ପଉଟି ଵାଲା ରେ
ତୁତ ଷାଠିଏ ପଉଟି ଵାଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
ହୋ ହୋ ଲା ଲା, ହୋ ହୋ ଲା ଲା
Written by:
Panchanana Nayak
Singer | Mohammed Aziz |
---|---|
Bhajan | Chaka Chandana |
Lyricist | Panchanana Nayak |
Music | Prem Anand |
Music Label | Sarthak Music |
Panchanana Nayak has written the lyrics of "Peta Pain Maa".
Mohammed Aziz have sung the song "Peta Pain Maa".
'NAME' has directed the music video of "Peta Pain Maa".