Marijibi Pachhe Odia Lyrics

Published: May 17, 2026| Updated:May 17, 2026

Marijibi Pachhe: The odia song is sing by Humane Sagar, and has music by Debashish Panda while Debashish Panda has written the Marijibi Pachhe Lyrics.

About the Song

"Marijibi Pachhe" is a popular Album song featuring soulful vocals by Humane Sagar. The lyrics blend poetic imagery with album themes, characteristic of Album music.

Marijibi Pachhe Album Lyrics

Marijibi pache
Mu premare chalana karini
Jalijibi pache
Mu premare dhoka deini

Marijibi pache
Mu premare chalana karini
Jalijibi pache
Mu premare dhoka deini

Tebe kahidia thare kahidia
Mote kahinki bhala paoni

Marijibi pache
Mu premare chalana karini
Jalijibi pache
Mu premare dhoka deini

Tume bi hasucha mu bi hasuchi
Hasara nahin se chhanda
Dunia agare abhinaya kale
Prema ki hoiba suddha

Hooo.. tume bi hasucha mu bi hasuchi
Hasara nahin se chhanda
Dunia agare abhinaya kale
Prema ki hoiba suddha
Thare kahidia sata kahidia
Mo katha ki mane padeni

Marijibi pache
Mu premare chalana karini
Jalijibi pache
Mu premare dhoka deini

Dehara chhuanre prema hue nahin
Prema prakrutira dana
Deha aji achhi kaliki nathiba
Kara nahin abhimana

Hooo.. dehara chhuanre prema hue nahin
Prema prakrutira dana
Deha aji achhi kaliki nathiba
Kara nahin abhimana
Thare kahidia mote kahidia
Rahibi ki tuma bata chahin

Marijibi pache
Mu premare chalana karini
Jalijibi pache
Mu premare dhoka deini

ମରିଯିବି ପଛେ
ମୁଁ ପ୍ରେମରେ ଛଳନା କରିନି
ଜଳିଯିବି ପଛେ
ମୁଁ ପ୍ରେମରେ ଧୋକା ଦେଇନି

ମରିଯିବି ପଛେ
ମୁଁ ପ୍ରେମରେ ଛଳନା କରିନି
ଜଳିଯିବି ପଛେ
ମୁଁ ପ୍ରେମରେ ଧୋକା ଦେଇନି

ତେବେ କହିଦିଅ ଥରେ କହିଦିଅ
ମୋତେ କାହିଁକି ଭଲ ପାଅନି

ମରିଯିବି ପଛେ
ମୁଁ ପ୍ରେମରେ ଛଳନା କରିନି
ଜଳିଯିବି ପଛେ
ମୁଁ ପ୍ରେମରେ ଧୋକା ଦେଇନି

ତୁମେ ବି ହସୁଛ ମୁଁ ବି ହସୁଛି
ହସର ନାହିଁ ସେ ଛନ୍ଦ
ଦୁନିଆ ଆଗରେ ଅଭିନୟ କଲେ
ପ୍ରେମ କି ହୋଇବ ସୁଦ୍ଧ

ହୋଓ.. ତୁମେ ବି ହସୁଛ ମୁଁ ବି ହସୁଛି
ହସର ନାହିଁ ସେ ଛନ୍ଦ
ଦୁନିଆ ଆଗରେ ଅଭିନୟ କଲେ
ପ୍ରେମ କି ହୋଇବ ସୁଦ୍ଧ
ଥରେ କହିଦିଅ ସତ କହିଦିଅ
ମୋ କଥା କି ମନେ ପଡେନି

ମରିଯିବି ପଛେ
ମୁଁ ପ୍ରେମରେ ଛଳନା କରିନି
ଜଳିଯିବି ପଛେ
ମୁଁ ପ୍ରେମରେ ଧୋକା ଦେଇନି

ଦେହର ଛୁଆଁରେ ପ୍ରେମ ହୁଏ ନାହିଁ
ପ୍ରେମ ପ୍ରକୃତିର ଦାନ
ଦେହ ଆଜି ଅଛି କାଲିକି ନଥିବ
କର ନାହିଁ ଅଭିମାନ

ହୋଓ..ଦେହର ଛୁଆଁରେ ପ୍ରେମ ହୁଏ ନାହିଁ
ପ୍ରେମ ପ୍ରକୃତିର ଦାନ
ଦେହ ଆଜି ଅଛି କାଲିକି ନଥିବ
କର ନାହିଁ ଅଭିମାନ
ଥରେ କହିଦିଅ ମୋତେ କହିଦିଅ
ରହିବି କି ତୁମ ବାଟ ଚାହିଁ

ମରିଯିବି ପଛେ
ମୁଁ ପ୍ରେମରେ ଛଳନା କରିନି
ଜଳିଯିବି ପଛେ
ମୁଁ ପ୍ରେମରେ ଧୋକା ଦେଇନି

Written by:
Debashish Panda

Related Songs

Marijibi Pachhe Song Info

Singer Humane Sagar
Album Marijibi Pachhe
Lyricist Debashish Panda
Music Debashish Panda
Music Label Aditi Music

Top 10 Songs - Album Lyrics Recommends

Marijibi Pachhe Video

Video Thumbnail

Marijibi Pachhe FAQs & Trivia


Who wrote the lyrics of "Marijibi Pachhe" song?

Debashish Panda has written the lyrics of "Marijibi Pachhe".

Who is the singer of "Marijibi Pachhe" song?

Humane Sagar have sung the song "Marijibi Pachhe".

Who directed "Marijibi Pachhe" music video?

'NAME' has directed the music video of "Marijibi Pachhe".

Who has featured in the music video?

Send feedback to Odialyrics