Published: August 9, 2025| Updated:August 9, 2025
Kebe Aasi Tu Kahi Dabu Mate Bhala Pau : The odia song is sing by Aseema Panda, Kuldeep Pattanaik, and has music by Anshuman Satapathy while Anshuman Satapathy has written the Kebe Aasi Tu Lyrics.
"Kebe Aasi Tu Kahi Dabu Mate Bhala Pau " is a popular Odia song featuring soulful vocals by Aseema Panda and Kuldeep Pattanaik. The lyrics blend poetic imagery with album themes, characteristic of Odia music.
Kebe aasi tu kahidabu mote bhala pau
Khushire mu dekhuthibi tate tu sie na kie aau
Kebe aasi tu kahidabu mote bhala pau
Khushire mu dekhuthibi tote tu sie na kie aau
Sei muhurtata mora
Sange thiba smruti tora
Bas etiki mu chahein premare
Ei jibanata mora
Thau sange khali tora
Sabu dina pain to sathire
Sunibaku chahein mu chahein mu chahein totere
Bujhibaku chahein mu chahein mu chahein totere
Sunibaku chahein mu chahein mu chahein totere
Bujhibaku chahein mu chahein
Ooo...
Ooo...
Ooo...
Kebe aasi tu kahidabu mote bhala pau
Thiba duhe aame pakha pakhi haata dhari duhinkara
Hasuthiba dekhi aama aakhi thiba sakshi se premara
Thiba duhe aame pakha pakhi haata dhari duhinkara
Hasuthiba dekhi aama aakhi thiba sakshi se premara
Ajana se baatare
Kebe tu aasure
To smrutichihna nei
Paae kete bhala re
Paare nahin kahi re
Jaane jaha mana khali
Sunibaku chahein mu chahein mu chahein totere
Bujhibaku chahein mu chahein mu chahein totere
Sunibaku chahein mu chahein mu chahein totere
Bujhibaku chahein mu chahein o...
Mori baatare mori saathire
Sabubele chahein tote mo sangare
Mori premara abhula smrutire
Tha’ sabubele mori paakhare
Bhala laage kain tote dekhibaku
Bhala laage kain tote bhabibaku
Etiki bujhichi sabu prema khali to pain
Ooo...
Ooo...
Ooo...
କେବେ ଆସି ତୁ କହିଦବୁ ମୋତେ ଭଲ ପାଉ
ଖୁସିରେ ମୁଁ ଦେଖୁଥିବି ତତେ ତୁ ସିଏ ନା କିଏ ଆଉ
କେବେ ଆସି ତୁ କହିଦବୁ ମୋତେ ଭଲ ପାଉ
ଖୁସିରେ ମୁଁ ଦେଖୁଥିବି ତୋତେ ତୁ ସିଏ ନା କିଏ ଆଉ
ସେଇ ମୁହୂର୍ତ୍ତଟା ମୋର
ସାଙ୍ଗେ ଥିବ ସ୍ମୃତି ତୋର
ବାସ୍ ଏତିକି ମୁଁ ଚାହେଁ ପ୍ରେମରେ
ଏଇ ଜୀବନଟା ମୋର
ଥାଉ ସାଙ୍ଗେ ଖାଲି ତୋର
ସବୁ ଦିନ ପାଇଁ ତୋ ସାଥିରେ
ଶୁଣିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ଶୁଣିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ ମୁଁ ଚାହେଁ
ଓଓଓ ....
ଓଓଓ ...
ଓଓଓ ...
କେବେ ଆସି ତୁ କହିଦବୁ ମୋତେ ଭଲ ପାଉ
ଥିବା ଦୁହେଁ ଆମେ ପାଖା ପାଖି ହାତ ଧରି ଦୁହିଁଙ୍କର
ହସୁଥିବ ଦେଖି ଆମ ଆଖି ଥିବ ସାକ୍ଷୀ ସେ ପ୍ରେମର
ଥିବା ଦୁହେଁ ଆମେ ପାଖା ପାଖି ହାତ ଧରି ଦୁହିଁଙ୍କର
ହସୁଥିବ ଦେଖି ଆମ ଆଖି ଥିବ ସାକ୍ଷୀ ସେ ପ୍ରେମର
ଅଜଣା ସେ ବାଟରେ
କେବେ ତୁ ଆସୁରେ
ତୋ ସ୍ମୃତିଚିହ୍ନ ନେଇ
ପାଏ କେତେ ଭଲ ରେ
ପାରେ ନାହିଁ କହି ରେ
ଜାଣେ ଯାହା ମନ ଖାଲି
ଶୁଣିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ଶୁଣିବାକୁ ଚାହେଁ ମୁଁ ଚାହେଁ ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ ମୁଁ ଚାହେଁ ଓଁ...
ମୋରି ବାଟରେ ମୋରି ସାଥିରେ
ସବୁବେଳେ ଚାହେଁ ତୋତେ ମୋ ସାଙ୍ଗରେ
ମୋରି ପ୍ରେମର ଅଭୁଲା ସ୍ମୃତିରେ
ଥା' ସବୁବେଳେ ମୋରି ପାଖରେ
ଭଲ ଲାଗେ କାଇଁ ତୋତେ ଦେଖିବାକୁ
ଭଲ ଲାଗେ କାଇଁ ତୋତେ ଭାବିବାକୁ
ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ
ଓଓଓ ....
ଓଓଓ ...
ଓଓଓ ...
Written by:
Anshuman Satapathy
Singer | Aseema Panda, Kuldeep Pattanaik |
---|---|
Album | Kebe Aasi Tu |
Lyricist | Anshuman Satapathy |
Music | Anshuman Satapathy |
Music Label | BeingOdiotic? |
Anshuman Satapathy has written the lyrics of "Kebe Aasi Tu Kahi Dabu Mate Bhala Pau ".
Aseema Panda, Kuldeep Pattanaik have sung the song "Kebe Aasi Tu Kahi Dabu Mate Bhala Pau ".
'NAME' has directed the music video of "Kebe Aasi Tu Kahi Dabu Mate Bhala Pau ".