Thakure Nahi Kichhi Abhijoga Tumari Pakhare Odia Lyrics
Musical Notation (Swara):
Pani Sa Re Ga Re Ma Ga Re Sanire
Re Ma Pa Ni Dha Sa Dha Ma Ni Pa Gha
Ma Dha Pa Ga Pa Ma Re Ma Ga Sa Ni Pa Ni Re Sa
Thakure Thakure Thakure Thakure || 2 ||
Verse 1:
Nahin kichhi abhiyoga tamari pakhare || 2 ||
Jaouthi rakhicha mote jemiti rakhicha mote || 2 ||
Rakhicha bhalare han han han han …
Nahin kichhi abhiyoga tamari pakhare || 2 ||
Thakure Thakure Thakure Thakure || 2 ||
Verse 2:
Alpare mun je bhari khusi achhi beshire mo lobha nahin
Di dina jibana sarigale jane jibi mun mashani bhuin
Ho ho ho …
Alpare mun je bhari khusi achhi beshire mo lobha nahin
Di dina jibana sarigale jane jibi mun mashani bhuin
Thakure Thakure
Nahin kichhi abhimana tamari pakhare || 2 ||
Jaha bi deicha mate jetiki deicha mate || 2 ||
Achhi mun sukhare han han han han …
Nahin kichhi abhiyoga tamari pakhare || 2 ||
Thakure Thakure Thakure Thakure || 2 ||
Verse 3:
Khaibaku dana pindhibaku kana
Tame hin deicha sabu
Padatare mati upare akasha
Tame hin rakhicha prabhu
Ho khaibaku dana pindhibaku kana
Tame hin deicha sabu
Padatare mati upare akasha
Tame hin rakhicha prabhu
Thakure Thakure
Achhi jaha anurodha tamari pakhare || 2 ||
Sharana deicha mate marana bi daba mate || 2 ||
Tama charana re han han han han …
Nahin kichhi abhiyoga tamari pakhare || 2 ||
Jaouthi rakhicha mote jemiti rakhicha mote || 2 ||
Rakhicha bhalare han han han han …
Nahin kichhi abhiyoga tamari pakhare || 2 ||
Thakure Thakure Thakure Thakure || 2 ||
ପାନି ସା ରେ ଗା ରେ ମା ଗା ରେ ସାନିରେ
ରେ ମା ପା ନି ଧା ସା ଧା ମା ନି ପା ଘା
ମା ଧା ପା ଗା ପା ମା ରେ ମା ଗା ସା ନି ପା ନି ରେ ସା
ଠାକୁରେ ଠାକୁରେ ଠାକୁରେ ଠାକୁରେ || 2 ||
ନାହିଁ କିଛି ଅଭିଯୋଗ ତମରି ପାଖରେ || 2 ||
ଯଉଠି ରଖିଛ ମୋତେ ଯେମିତି ରଖିଛ ମୋତେ ||2||
ରଖିଛ ଭଲରେ ହାଁ ହାଁ ହାଁ ହାଁ ........
ନାହିଁ କିଛି ଅଭିଯୋଗ ତମରି ପାଖରେ || 2 ||
ଠାକୁରେ ଠାକୁରେ ଠାକୁରେ ଠାକୁରେ || 2 ||
ଅଳପରେ ମୁଁ ଯେ ଭାରି ଖୁସି ଅଛି ବେଶୀରେ ମୋ ଲୋଭ ନାହିଁ
ଦୀ ଦୀନ ଜୀବନ ସରିଗଲେ ଜାଣେ ଯିବି ମୁଁ ମଶାଣୀ ଭୂଇଁ
ହୋ ହୋ ହୋ ........
ଅଳପରେ ମୁଁ ଯେ ଭାରି ଖୁସି ଅଛି ବେଶୀରେ ମୋ ଲୋଭ ନାହିଁ
ଦୀ ଦୀନ ଜୀବନ ସରିଗଲେ ଜାଣେ ଯିବି ମୁଁ ମଶାଣୀ ଭୂଇଁ
ଠାକୁରେ ଠାକୁରେ
ନାହିଁ କିଛି ଅଭିମାନ ତମରି ପାଖରେ ||2||
ଯାହା ବି ଦେଇଛ ମତେ ଯେତିକି ଦେଇଛ ମତେ ||2||
ଅଛି ମୁଁ ସୁଖରେ ହାଁ ହାଁ ହାଁ ହାଁ ........
ନାହିଁ କିଛି ଅଭିଯୋଗ ତମରି ପାଖରେ ||2||
ଠାକୁରେ ଠାକୁରେ ଠାକୁରେ ଠାକୁରେ ||2||
ଖାଇବାକୁ ଦାନା ପିନ୍ଧିବାକୁ କନା
ତମେ ହିଁ ଦେଇଛ ସବୁ
ପାଦତଳେ ମାଟି ଉପରେ ଆକାଶ
ତମେ ହିଁ ରଖିଛ ପ୍ରଭୁ
ହୋ ଖାଇବାକୁ ଦାନା ପିନ୍ଧିବାକୁ କନା
ତମେ ହିଁ ଦେଇଛ ସବୁ
ପାଦତଳେ ମାଟି ଉପରେ ଆକାଶ
ତମେ ହିଁ ରଖିଛ ପ୍ରଭୁ
ଠାକୁରେ ଠାକୁରେ
ଅଛି ଯାହା ଅନୁରୋଧ ତମରି ପାଖରେ ||2||
ଶରଣ ଦେଇଛ ମତେ ମରଣ ବି ଦବ ମତେ ||2||
ତମ ଚରଣ ରେ ହାଁ ହାଁ ହାଁ ହାଁ ........
ନାହିଁ କିଛି ଅଭିଯୋଗ ତମରି ପାଖରେ || 2 ||
ଯଉଠି ରଖିଛ ମୋତେ ଯେମିତି ରଖିଛ ମୋତେ ||2||
ରଖିଛ ଭଲରେ ହାଁ ହାଁ ହାଁ ହାଁ .......
ନାହିଁ କିଛି ଅଭିଯୋଗ ତମରି ପାଖରେ || 2 ||
ଠାକୁରେ ଠାକୁରେ ଠାକୁରେ ଠାକୁରେ || 2 ||