Published: August 29, 2025| Updated:October 14, 2025
Bhakati Pradipa Jalidia Prabhu: The bhajan song is sing by , and has music by while has written the Jagannath Bhajan Lyrics.
"Bhakati Pradipa Jalidia Prabhu" is a popular Odia song featuring soulful vocals by . The lyrics blend poetic imagery with devotional themes, characteristic of Odia music.
Bhakati pradipa jalidia prabhu
Hrudaya mandire mora
Hrudaya mandire mora
Koti janamara agyaana timira
Koti janamara agyaana timira
E janame heu doora
E janame heu doora
Bhakti pradeepa
Jeevana mohara bitijaau prabhu
Tuma arachanaa paai
Ateetara yete kalusha kaalimaa
Aakhi neere debi dhoi
Etiki minati sri charane taba
Etiki minati sri charane taba
Jan?uchi nirantara...
Jan?uchi nirantara
Bhakti pradeepa
Tumabinaa mora naahi aana gati
Paramote paritraana
Tume na rakhile jeevana mohara
Jiba nische akaarana
Tuma naama dhari hele jibi tari
Tuma naama dhari hele jibi tari
E sansaara paraabaara
E sansaara paraabaara
Bhakti pradeepa jaalideau prabhu
Hrudaya mandire mora
Koti janamara agyaana timira
Koti janamara agyaana timira
E janame heu doora
E janame heu doora
Bhakti pradeepa, bhakti pradeepa
Bhakti pradeepa
Jaalideau prabhu
Hrudaya mandire mora
ଭକତି ପ୍ରଦୀପ ଜାଳିଦିଅ ପ୍ରଭୁ
ହୃଦୟ ମନ୍ଦିରେ ମୋର
ଭକତି ପ୍ରଦୀପ ଜାଳିଦିଅ ପ୍ରଭୁ
ହୃଦୟ ମନ୍ଦିରେ ମୋର
ହୃଦୟ ମନ୍ଦିରେ ମୋର
କୋଟି ଜନମର ଅଜ୍ଞାନ ତିମିର
କୋଟି ଜନମର ଅଜ୍ଞାନ ତିମିର
ଏ ଜନମେ ହେଉ ଦୂର
ଏ ଜନମେ ହେଉ ଦୂର
ଭକତି ପ୍ରଦୀପ
ଜୀବନ ମୋହର ବିତିଯାଉ ପ୍ରଭୁ
ତୁମ ଅରଚନା ପାଇଁ
ଅତୀତର ଯେତେ କଳୁଷ କାଳିମା
ଆଖିନୀରେ ଦେବୀ ଧୋଇ
ଏତିକି ମିନତୀ ଶ୍ରୀଚରଣେ ତବ
ଏତିକି ମିନତୀ ଶ୍ରୀଚରଣେ ତବ
ଜଣାଉଛି ନୀରନ୍ତର ...
ଜଣାଉଛି ନୀରନ୍ତର
ଭକତି ପ୍ରଦୀପ
ତୁମବିନା ମୋର ନାହଁ ଆନଗତି
ପରମୋତେ ପରିତ୍ରାଣ
ତୁମେ ନ ରଖିଲେ ଜୀବନ ମୋହର
ଯିବ ନିଶ୍ଚେ ଅକାରଣ
ତୁମ ନାମ ଧରି ହେଳେ ଯିବି ତରି
ତୁମ ନାମ ଧରି ହେଳେ ଯିବି ତରି
ଏ ସଂସାର ପାରାବାର
ଏ ସଂସାର ପାରାବାର
ଭକତି ପ୍ରଦୀପ ଜାଳିଦିଅ ପ୍ରଭୁ
ହୃଦୟ ମନ୍ଦିରେ ମୋର
କୋଟି ଜନମର ଅଜ୍ଞାନ ତିମିର
କୋଟି ଜନମର ଅଜ୍ଞାନ ତିମିର
ଏଜନମେ ହେଉ ଦୂର
ଏଜନମେ ହେଉ ଦୂର
ଭକତି ପ୍ରଦୀପ, ଭକତି ପ୍ରଦୀପ
ଭକତି ପ୍ରଦୀପ
ଜାଳିଦିଅ ପ୍ରଭୁ
ହୃଦୟ ମନ୍ଦିରେ ମୋର
Written by:
Singer | |
---|---|
Bhajan | Jagannath Bhajan |
has written the lyrics of "Bhakati Pradipa Jalidia Prabhu".
have sung the song "Bhakati Pradipa Jalidia Prabhu".
'NAME' has directed the music video of "Bhakati Pradipa Jalidia Prabhu".