Published: August 11, 2025| Updated:August 11, 2025
Tu Dele Thare Chimuti: The movie song is sing by Humane Sagar, Aseema Panda, and has music by Baidyanath Dash while Arun Mantri has written the Delivery Boy Lyrics.
"Tu Dele Thare Chimuti" is a popular Odia song featuring soulful vocals by Humane Sagar and Aseema Panda. The lyrics blend poetic imagery with movie themes, characteristic of Odia music.
Tate thare chahi dele
Mu kauthi achhi re bhulijae bhulijae
Tu thile samnare mora
To bhabanare khali hajijae hajijae
Sei bhabanaru mo nija pakhaku ase puni leuti
Tu dele thare chimuti
Tu dele thare chimuti
Tu dele thare chimuti
Tu dele thare chimuti
Kantar aghata bhuli hue
Phular aghata mane rahe
Tu semiti phula tie
Chalibaku kete bata thae
Jeu bate prema daki nie
Tu semiti bata tie
Se chala batre swapnara thikana milijae seithi
Tu dele thare chimuti
Tu dele thare chimuti
Tu dele thare chimuti
Tu dele thare chimuti
Pada sina mora e matire
To sathe ude mu akasare
E udiba to ichhare
Sabuthi mu sina jiti pare
To pakhe kebala mana hare
E hariba to premare
Se premare haji puni khoji khoji swapna ane sauti
Tu dele thare chimuti
Tu dele thare chimuti
Tu dele thare chimuti
Tu dele thare chimuti
ତତେ ଥରେ ଚାହିଁ ଦେଲେ
ମୁଁ କଉଠି ଅଛି ରେ ଭୁଲିଯାଏ ଭୁଲିଯାଏ
ତୁ ଥିଲେ ସାମ୍ନାରେ ମୋର
ତୋ ଭାବନାରେ ଖାଲି ହଜିଯାଏ ହଜିଯାଏ
ସେଇ ଭାବନାରୁ ମୋ ନିଜ ପାଖକୁ ଆସେ ପୁଣି ଲେଉଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
କଣ୍ଟାର ଆଘାତ ଭୁଲି ହୁଏ
ଫୁଲର ଆଘାତ ମନେ ରହେ
ତୁ ସେମିତି ଫୁଲ ଟିଏ
ଚାଲିବାକୁ କେତେ ବାଟ ଥାଏ
ଯେଉଁ ବାଟେ ପ୍ରେମ ଡାକି ନିଏ
ତୁ ସେମିତି ବାଟ ଟିଏ
ସେ ଚଲା ବାଟରେ ସ୍ୱପ୍ନର ଠିକଣା ମିଳିଯାଏ ସେଇଠି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ପାଦ ସିନା ମୋର ଏ ମାଟିରେ
ତୋ ସାଥେ ଉଡେ ମୁଁ ଆକାଶରେ
ଏ ଉଡ଼ିବା ତୋ ଇଚ୍ଛାରେ
ସବୁଠି ମୁଁ ସିନା ଜିତି ପାରେ
ତୋ ପାଖେ କେବଳ ମନ ହାରେ
ଏ ହାରିବା ତୋ ପ୍ରେମରେ
ସେ ପ୍ରେମରେ ହଜି ପୁଣି ଖୋଜି ଖୋଜି ସ୍ବପ୍ନ ଆଣେ ସାଉଁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
Written by:
Arun Mantri
Singer | Humane Sagar, Aseema Panda |
---|---|
Movie | Delivery Boy |
Lyricist | Arun Mantri |
Music | Baidyanath Dash |
Music Label | Amara Muzik |
Arun Mantri has written the lyrics of "Tu Dele Thare Chimuti".
Humane Sagar, Aseema Panda have sung the song "Tu Dele Thare Chimuti".
'NAME' has directed the music video of "Tu Dele Thare Chimuti".