To Paain Re Odia Lyrics

Published: August 16, 2025| Updated:November 24, 2025

To Paain Re : The odia song is sing by Humane Sagar, Ananya Sritam Nanda, and has music by Christo Mathews while Anshuman Satapathy has written the To Pain Re Lyrics.

About the Song

"To Paain Re " is a popular Odia song featuring soulful vocals by Humane Sagar and Ananya Sritam Nanda. The lyrics blend poetic imagery with album themes, characteristic of Odia music.

To Paain Re Odia Lyrics

Ho hmm…
Oh ho ho…

Jebe jebe dekhe tate
Ae aakhi kain bhari jae laaje
To chhada kichhi au
Bhabu nahi kain ae mana kebe

Oh ho ho…

Jebe jebe dekhe tate
Ae aakhi kain bhari jae laaje
To chhada kichhi au
Bhabu nahi kain ae mana kebe

Pakhare jebe thau re
Sabu kichhi bhala lagere
Durata ta toro kainre
Sahi pare nahire

To paain re paain re
Jibana ta bodhe achhi to paain
To paain re paain re
Jibana ta bodhe achhi to paain

To paain re paain re
Sabu kichhi aji khali to paain
To paain re paain re
De re ra re ta ra ta ae hey

Kichhi aaram to khushi re
Mile phuni biram mo kastare

Oh ho ho…
Ra ra ra…

Kichhi aaram to khushi re
Mile phuni biram mo kastare
Hasi dele tu hasi dele tu

Bash to kathare
Mana jete ragi thile bujhe re
Kahi dele tu kahi dele tu

Tu sathire thile samaya jane na
Lamba heu ki ba pakhare thikana

To hata jebe thae
Ma hata papulire
Chanhi thae, aakhi mora
Tate kete aage kare

Pakhare jebe thau re
Satare bhala lagere
Durata ta tora kainre
Sahi pare nahire

To paain re paain re
Jibana ta bodhe achhi to paain
To paain re paain re
Ei bodhe prema khali to paain

To paain re paain re
Sabu kichhi aji khali to paain
To paain re paain re
Ho oh ho…

To paain re paain re
Jibana ta bodhe achhi to paain
To paain re paain re
Ei bodhe prema khali to paain

To paain re paain re
Sabu kichhi aji khali to paain
To paain re paain re
To paain re

ହୋ ହମ …
ଓ ହୋ ହୋ…

ଯେବେ ଯେବେ ଦେଖେ ତତେ
ଏ ଆଖି କାହିଁ ଭରିଯାଏ ଲାଜେ
ତୋ ଛାଡ଼ା କିଛି ଆଉ
ଭାବୁ ନାହିଁ କାହିଁ ଏ ମନ କେବେ

ଓ ହୋ ହୋ…

ଯେବେ ଯେବେ ଦେଖେ ତତେ
ଏ ଆଖି କାହିଁ ଭରିଯାଏ ଲାଜେ
ତୋ ଛାଡ଼ା କିଛି ଆଉ
ଭାବୁ ନାହିଁ କାହିଁ ଏମନ କେବେ

ପାଖରେ ଯେବେ ଥାଉ ରେ
ସବୁ କିଛି ଭଲ ଲାଗେରେ
ଦୂରତା ତା ତୋର କାହିଁରେ
ସହି ପାରେ ନାହିଁରେ

ତୋ ପାଇଁ ରେ ପାଇଁ ରେ
ଜୀବନ ଟାବୋଧେ ଅଛି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ଜୀବନ ଟା ବୋଧେ ଅଛି ତୋ ପାଇଁ

ତୋ ପାଇଁ ରେ ପାଇଁ ରେ
ସବୁ କିଛି ଆଜି ଖାଲି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ଦେ ରେ ରା ରେ ତା ରା ତା ଏ ହେୟ

କିଛି ଆରାମ ତୋ ଖୁସିରେ
ମିଳେ ଫୁଣି ବିରାମ ମୋ କଷ୍ଟରେ

ଓ ହୋ ହୋ…
ରା ରା ରା…

କିଛି ଆରାମ ତୋ ଖୁସିରେ
ମିଳେ ଫୁଣି ବିରାମ ମୋ କଷ୍ଟରେ
ହସି ଦେଲେ ତୁ ହସି ଦେଲେ ତୁ

ବାସ୍ ତୋ କଥାରେ
ମନ ଯେତେ ରାଗିଥିଲେ ବୁଝେ ରେ
କହି ଦେଲେ ତୁ କହି ଦେଲେ ତୁ

ତୁ ସାଥିରେ ଥିଲେ ସମୟ ଜାଣେନା
ଲମ୍ବା ହେଉ କିବା ପାଖରେ ଠିକଣା

ତୋ ହାତ ଯେବେ ଥାଏ
ମୋହାତ ପାପୁଲିରେ
ଚାହିଁ ଥାଏ ଆଖି ମୋର
ତତେ କେତେ ଆଗେ କରେ

ପାଖରେ ଯେବେ ଥାଉ ରେ
ସତରେ ଭଲ ଲାଗେରେ
ଦୂରତା ଟା ତୋର କାହିଁରେ
ସହି ପାରେ ନାହିଁରେ

ତୋ ପାଇଁ ରେ ପାଇଁ ରେ
ଜୀବନ ଟା ବୋଧେ ଅଛି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ଏଇ ବୋଧେ ପ୍ରେମ ଖାଲି ତୋ ପାଇଁ

ତୋ ପାଇଁ ରେ ପାଇଁ ରେ
ସବୁ କିଛି ଆଜି ଖାଲି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ହୋ ଓ ହୋ…

ତୋ ପାଇଁ ରେ ପାଇଁ ରେ
ଜୀବନ ଟା ବୋଧେ ଅଛି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ଏଇ ବୋଧେ ପ୍ରେମ ଖାଲି ତୋ ପାଇଁ

ତୋ ପାଇଁ ରେ ପାଇଁ ରେ
ସବୁ କିଛି ଆଜି ଖାଲି ତୋ ପାଇଁ
ତୋ ପାଇଁ ରେ ପାଇଁ ରେ
ତୋ ପାଇଁ ରେ

Written by:
Anshuman Satapathy

Related Songs

To Paain Re FAQs & Trivia


Who wrote the lyrics of "To Paain Re " song?

Anshuman Satapathy has written the lyrics of "To Paain Re ".

Who is the singer of "To Paain Re " song?

Humane Sagar, Ananya Sritam Nanda have sung the song "To Paain Re ".

Who directed "To Paain Re " music video?

'NAME' has directed the music video of "To Paain Re ".

Who has featured in the music video?