Published: August 18, 2025| Updated:August 18, 2025
Sun Zara Sun Zara: The movie song is sing by Humane Sagar, Ananya Sritam Nanda, and has music by Prem Anand while Subrat Swain has written the Baby Lyrics.
"Sun Zara Sun Zara" is a popular Odia song featuring soulful vocals by Humane Sagar and Ananya Sritam Nanda. The lyrics blend poetic imagery with movie themes, characteristic of Odia music.
Mo bhitare mu nahni
Mo dehare to chhai
Mo bhitare mu nahni
Mo dehare to chhai
Mo batare to chehera
Sun zara sun zara
Sun zara sun zara
Dure thili deli dhara
Daki nela to chehera
Dure thili deli dhara
Daki nela to chehera
Janili ta prema niara
Sun zara sun zara
Sun zara sun zara
Pakaku dakilu pakhare
Basilu o sathi
Premare chhuinlu premare
Kahilu dina rati
Janini kemiti
Nijara lagilu emiti
Swapna re samna
Sabuthi rahichu tu jemiti
Aji kali ae
Aakhi mora tate
Khali khojuchhi
Khoju khoju kale haji
Jibi bhari dara laguchi
Tate khoje dina sara
Sun zara sun zara
Sun zara sun zara
Ajana atita janibaku
Mora echha nahin
Etiki janichhi jeenchhu
Khali tu mo pain
Ae mo jibane tu
Ta nathile mu nahin
To bina andhara jibanare
Mora kichhi nahin
Kahi dia thare mo
Prema ku rakhiba saiti
To prema je mo
Prema bhulibi kemiti
Mili gala mitha sahara
Sun zara sun zara
Sun zara sun zara
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ବାଟରେ ତୋ ଚେହେରା
ସୁନ୍ ଜରା ସୁନ୍ ଜରା
ସୁନ୍ ଜରା ସୁନ୍ ଜରା
ଦୂରେ ଥିଲି ଦେଲି ଧର
ଡାକି ନେଲା ତୋ ଚେହେରା
ଦୂରେ ଥିଲି ଦେଲି ଧର
ଡାକି ନେଲା ତୋ ଚେହେରା
ଜାଣିଲି ତ ପ୍ରେମ ନିଆରା
ସୁନ୍ ଜରା ସୁନ୍ ଜରା
ସୁନ୍ ଜରା ସୁନ୍ ଜରା
ପାଖକୁ ଡାକିଲୁ ପାଖରେ
ବସିଲୁ ଓ ସାଥୀ
ପ୍ରେମରେ ଛୁଇଁଲୁ ପ୍ରେମରେ
କହିଲୁ ଦିନ ରାତି
ଜାଣିନି କେମିତି
ନିଜର ଲାଗିଲୁ ଏମିତି
ସ୍ୱପ୍ନରେ ସାମ୍ନା ରେ
ସବୁଠିରହିଛୁ ତୁ ଯେମିତି
ଆଜି କାଲି ଏ
ଆଖି ମୋର ତତେ
ଖାଲି ଖୋଜୁଛି
ଖୋଜୁ ଖୋଜୁ କାଳେ ହଜି
ଯିବି ଭାରି ଡର ଲାଗୁଛି
ତତେ ଖୋଜେ ଦିନ ସାରା
ସୁନ୍ ଜରା ସୁନ୍ ଜରା
ସୁନ୍ ଜରା ସୁନ୍ ଜରା
ଅଜଣା ଅତୀତ ଜାଣିବାକୁ
ମୋର ଇଚ୍ଛା ନାହିଁ
ଏତିକି ଜାଣିଛି ଜିଇଁଛୁ
ଖାଲି ତୁ ମୋ ପାଇଁ
ଏ ମୋ ଜୀବନେ ତୁ
ତା ନଥିଲେ ମୁଁ ନାହିଁ
ତୋ ବିନା ଅନ୍ଧାର ଜୀବନରେ
ମୋର କିଛି ନାହିଁ
କହି ଦିଅ ଥରେ ମୋ
ପ୍ରେମକୁ ରଖିବ ସାଇତି
ତୋ ପ୍ରେମ ଯେ ମୋ
ପ୍ରେମ ଭୁଲିବି କେମିତି
ମିଳିଗଲା ମିଠା ସାହାରା
ସୁନ୍ ଜରା ସୁନ୍ ଜରା
ସୁନ୍ ଜରା ସୁନ୍ ଜରା
Written by:
Subrat Swain
Singer | Humane Sagar, Ananya Sritam Nanda |
---|---|
Movie | Baby |
Lyricist | Subrat Swain |
Music | Prem Anand |
Music Label | Amara Muzik Odia |
Subrat Swain has written the lyrics of "Sun Zara Sun Zara".
Humane Sagar, Ananya Sritam Nanda have sung the song "Sun Zara Sun Zara".
'NAME' has directed the music video of "Sun Zara Sun Zara".