Published: August 18, 2025| Updated:August 18, 2025
Rabba Rabba Rabba De De Mujhe Maholat: The movie song is sing by Humane Sagar, Ananya Sritam Nanda, and has music by Premanand while Subrat Swain has written the Abhaya Lyrics.
"Rabba Rabba Rabba De De Mujhe Maholat" is a popular Odia song featuring soulful vocals by Humane Sagar and Ananya Sritam Nanda. The lyrics blend poetic imagery with movie themes, characteristic of Odia music.
Gotia jibana lage suna suna
Khojuchi saheti janma
Saheti sapana lage suna suna
Khojuchi hajare swapna
Prema mora heijiba
Prema mora heijiba
Jibanta jabanta...
Rabba rabba rabba de de mujhe maholat
Ho ho ho ho
Rabba rabba rabba de de mujhe maholat
Gotia faguna lage suna suna
Khojuchi sahe faguna
Saheti srabana lage suna suna
Khojuchi lakhye srabana
Prema mora heijiba
Prema mora heijiba
Jibanta jabanta...
Rabba rabba rabba de de mujhe maholat
Ho ho ho ho
Rabba rabba rabba de de mujhe maholat
Katha jama saru nahin katha hele
Mana jama puru nahin dekha hele
Bata jama sarunahin ketebele
Chota lage sara dina tu thile
Gotia karana lage suna suna
Khojuchi sahe karana
Fula ra torana lage suna suna
Khojuchi prema torana
Prema mora heijiba
Prema mora heijiba
Jibanta jabanta...
Rabba rabba rabba de de mujhe maholat
Ho ho ho ho
Rabba rabba rabba de de mujhe maholat
Pada jama lagu nahin mati tale
Akhi jama bujhu nain ketebele
Nija jama lage nahin ketebele
Mahu jhare sara rati tu thile
Gotia bandhana lage suna suna
Khojuchi sahe bandhana
Goteia milana lage suna suna
Khojuchi lakhye milana
Prema mora heijiba
Prema mora heijiba
Jibanta jabanta...
Rabba rabba rabba de de mujhe mohalat
Ho ho ho ho ho
Rabba rabba rabba de de mujhe mohalat
He he he he he
Rabba rabba rabba de de mujhe mohalat
He he he he he
Rabba rabba rabba de de mujhe mohalat
Na na na na
ଗୋଟିଏ ଜୀବନ ଲାଗେ ସୁନ ସୁନ
ଖୋଜୁଚି ସହେତି ଜନ୍ମ
ସହେତି ସପନା ଲାଗେ ସୁନ ସୁନ
ଖୋଜୁଚି ହଜାରେ ସ୍ୱପ୍ନ
ପ୍ରେମ ମୋର ହେଇ ଯିବ
ପ୍ରେମ ମୋର ହେଇ ଯିବ
ଜୀବନ୍ତ ଜୀବନ୍ତ....
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହୋ ହୋ ହୋ ହୋ
ରଵା ରଵା ରଵା ଦେଦେ ମୁଝେ ମହୋଲତ
ଗୋଟିଏ ଫଗୁଣ ଲାଗେ ସୁନ ସୁନ
ଖୋଜୁଚି ସହେ ଫଗୁଣ
ସହେଟି ଶ୍ରାବଣ ଲାଗେ ସୁନ ସୁନ
ଖୋଜୁଚି ଲକ୍ଷେଶ୍ରାବଣ
ପ୍ରେମ ମୋର ହେଇ ଯିବ
ପ୍ରେମ ମୋର ହେଇ ଯିବ
ଜୀବନ୍ତ ଜୀବନ୍ତ....
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହୋ ହୋ ହୋ ହୋ
ରଵା ରଵା ରଵା ଦେଦେ ମୁଝେ ମହୋଲତ
କଥା ଜମା ସରୁ ନାହିଁ କଥା ହେଲେ
ମନ ଜମା ପୁରୁ ନାହିଁ ଦେଖା ହେଲେ
ବାଟ ଜମା ସରୁ ନାହିଁ କେତେବେଳେ
ଛୋଟ ଲାଗେ ସାରା ଦିନ ତୁ ଥିଲେ
ଗୋଟିଏ କାରଣ ଲାଗେ ସୁନ ସୁନ
ଖୋଜୁଚି ସହେ କାରଣ
ଫୁଲର ତୋରଣ ଲାଗେ ସୁନ ସୁନ
ଖୋଜୁଚି ପ୍ରେମ ତୋରଣ
ପ୍ରେମ ମୋର ହେଇ ଯିବ
ପ୍ରେମ ମୋର ହେଇ ଯିବ
ଜୀବନ୍ତ ଜୀବନ୍ତ....
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହୋ ହୋ ହୋ ହୋ
ରଵା ରଵା ରଵା ଦେଦେ ମୁଝେ ମହୋଲତ
ପାଦ ଜମା ଲାଗୁନାହିଁ ମାଟି ତଳେ
ଆଖି ଜମା ବୁଝୁନାହିଁ କେତେବେଳେ
ନିଦ ଜମା ଲାଗେନାହିଁ କେତେବେଳେ
ମହୁଁ ଝରେ ସାରା ରାତି ତୁ ଥିଲେ
ଗୋଟିଏ ବନ୍ଧନ ଲାଗେ ସୁନ ସୁନ
ଖୋଜୁଚି ସହେ ବନ୍ଧନ
ଗୋଟିଏ ମିଳନ ଲାଗେ ସୁନା ସୁନ
ଖୋଜୁଚି ଲକ୍ଷେ ମିଳନ
ପ୍ରେମ ମୋର ହେଇ ଯିବ
ପ୍ରେମ ମୋର ହେଇ ଯିବ
ଜୀବନ୍ତ ଜୀବନ୍ତ....
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହୋ ହୋ ହୋ ହୋ
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହେ ହେ ହେ ହେ ହେ
ରଵା ରଵା ରଵା ଦେଦେ ମୁଝେ ମହୋଲତ
ହୋ ହୋ ହୋ ହୋ
ରଵା ରଵା ରଵା ଦେଦେ ମୁଝେ ମହୋଲତ
ନା ନା ନା ନା
Written by:
Subrat Swain
Singer | Humane Sagar, Ananya Sritam Nanda |
---|---|
Movie | Abhaya |
Lyricist | Subrat Swain |
Music | Premanand |
Music Label | Tarang TV |
Subrat Swain has written the lyrics of "Rabba Rabba Rabba De De Mujhe Maholat".
Humane Sagar, Ananya Sritam Nanda have sung the song "Rabba Rabba Rabba De De Mujhe Maholat".
'NAME' has directed the music video of "Rabba Rabba Rabba De De Mujhe Maholat".