Published: October 7, 2025| Updated:October 7, 2025
Premare Tora Premare Padi Mun Aji Gali Re: The odia song is sing by Humane Sagar, Ananya Sritam Nanda, and has music by Sambit Kumar Mohanty while Sambit Kumar Mohanty has written the Premare Tora Premare Lyrics.
"Premare Tora Premare Padi Mun Aji Gali Re" is a popular Odia song featuring soulful vocals by Humane Sagar and Ananya Sritam Nanda. The lyrics blend poetic imagery with album themes, characteristic of Odia music.
Manare achhi jete swapna sabuku
Pura karibi sabu tate mu paibaku
Manara prati ghare tate shauntibaku
Bhabanaar deepa jale tate nijar karibaku
Tori munhare tike hasa dekhidele
Mo manar dipa aape aape kain jale
Janichuki tate kain ete chahunchi mun
Premare tora premare
Padi mun aji gali re
Mora banchibar karan te tu
Premare tora premare
Padi mun aji gali re
Mora banchibar karan te tu
Chaheni to akhire luha kia daure
Tu tike hasi delere saragara chanda mu paijaere
Tora prati chuan re lajei mun jaere
Tiki e bhul karile to pake dhara padi jaere
Jete jaha hele tate khali mana chanhe
To pakhare thile sabu kichhi bhuli jae
Janinu ki mo dunia tu khali tu
Premare tora premare
Padi mun aji gali re
Mora banchibar karan te tu
Premare tora premare
Padi mun aji gali re
Mora banchibar karan te tu
Dunia ra bhida bhitare khali tate mun bhala paere
Samaya ku lancha dei mun mo pakhe tate mun rakhibire
Samaya ra dash heiki toh saha rahithibire
Dunia dekhu thibare toh mathare mun sindura debire
Sakhi thiba sei bedi au homa nia
Sajibu tu bara hebi mu toh kaniya
Sata janma pain ki tora hebi mun
Premare tora premare
Padi mun aji gali re
Mora banchibar karan te tu
Premare tora premare
Padi mun aji gali re
Mora banchibar karan te tu
ମନରେ ଅଛି ଯେତେ ସ୍ୱପ୍ନ ସବୁକୁ
ପୁରା କରିବି ସବୁ ତୋତେ ମୁଁ ପାଇବାକୁ
ମନର ପ୍ରତି ଘରେ ତୋତେ ସାଉଁଟିବାକୁ
ଭାବନାର ଦୀପ ଜଳେ ତୋତେ ନିଜର କରିବାକୁ
ତୋରି ମୁହଁରେ ଟିକେ ହସ ଦେଖିଦେଲେ
ମୋ ମନର ଦୀପ ଆପେ ଆପେ କାଇଁ ଜଳେ
ଜାଣିଛୁ କି ତୋତେ କେମିତି ଏତେ ଚାହୁଁଛି ମୁଁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
ଚାହେନି ତୋ ଆଖିରେ ଲୁହ କିଏ ଦଉଁ ରେ
ତୁ ଟିକେ ହସି ଦେଲେ ରେ ସରଗର ଚନ୍ଦ ମୁଁ ପାଇଯାଏ ରେ
ତୋର ପ୍ରତି ଛୁଆଁ ରେ ଲାଜେଇ ମୁଁ ଯାଏ ରେ
ଟିକିଏ ଭୁଲ କରିଲେ ତୋ ପାଖେ ଧରା ପଡିଯାଏ ରେ
ଯେତେ ଯାହା ହେଲେ ତୋତେ ଖାଲି ମନ ଚାହେଁ
ତୋ ପାଖରେ ଥିଲେ ସବୁ କିଛି ଭୁଲିଯାଏ
ଜାଣିନି କି ମୋ ଦୁନିଆ ତୁ ଖାଲି ତୁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
ଦୁନିଆର ଭିଡ଼ ଭିତରେ ଖାଲି ତୋତେ ମୁଁ ଭଲ ପାଏ ରେ
ସମୟକୁ ଲାଞ୍ଚ ଦେଇ ମୁଁ ମୋ ପାଖେ ତୋତେ ମୁଁ ରଖିବି ରେ
ସମୟର ଦାସ ହେଇକି ତୋ ସହ ରହିଥିବି ରେ
ଦୁନିଆ ଦେଖୁଥିବରେ ତୋ ମଥାରେ ମୁଁ ସିନ୍ଦୁର ଦେବି ରେ
ସାଖୀ ଥିବା ସେଇ ବେଦି ଆଉ ହୋମ ନିଆଁ
ସାଜିବୁ ତୁ ବର ହେବି ମୁଁ ତୋ କନିଆ
ସାତ ଜନ୍ମ ପାଇଁ କି ତୋର ହେବି ମୁଁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
ପ୍ରେମରେ ତୋର ପ୍ରେମରେ
ପଡି ମୁଁ ଆଜି ଗଲି ରେ
ମୋର ବଞ୍ଚିବାର କାରଣ ଟେ ତୁ
Written by:
Sambit Kumar Mohanty
Singer | Humane Sagar, Ananya Sritam Nanda |
---|---|
Album | Premare Tora Premare |
Lyricist | Sambit Kumar Mohanty |
Music | Sambit Kumar Mohanty |
Music Label | Sambit Kumar Mohanty - Topic |
Sambit Kumar Mohanty has written the lyrics of "Premare Tora Premare Padi Mun Aji Gali Re".
Humane Sagar, Ananya Sritam Nanda have sung the song "Premare Tora Premare Padi Mun Aji Gali Re".
'NAME' has directed the music video of "Premare Tora Premare Padi Mun Aji Gali Re".