Published: October 6, 2025| Updated:October 6, 2025
Nua Nua Jibane Prema Heichi: The odia song is sing by Humane Sagar, Aseema Panda, and has music by Asad Nizam while Arun Mantri has written the Prema Heichi Lyrics.
"Nua Nua Jibane Prema Heichi" is a popular Odia song featuring soulful vocals by Humane Sagar and Aseema Panda. The lyrics blend poetic imagery with album themes, characteristic of Odia music.
Na na na na...
Tu kahinu mo sunichi to akhire gote kahani achhi
Tu deinu mo paichi to hrudaya mar chhatire achhi
Chhatiru hrudaya jetiki dura papuliru rekha jetiki dura
Mo tharu tut setiki dura
Jauthi papuli seithi rekha tara mar bhagya ekathi lekha
Samparka ei toramora
Ei samparkara keun naam debi mane mane bhabuchi
Tike tike chaluchi tike tike jhuntuchi
Nua nua jibane prema heichi
Tike tike chaluchi tike tike jhuntuchi
Nua nua jibane prema heichi
Ooo...
Oo... phula phute ketebele prema hue ketebele
Jane nahin au kehi hrudaya jane
Han... hrudayara jete katha kahidie akhi pata
Sapana ta basa bandhe se akhi puni
Akhiru sapana jetiki dura jahna ra juchsna jetiki dura
Mo tharu tut setiki dura
Jauthi juchsna seithi jahna tora mora hela gotie mana
Seman katha maneni kahara
Kathata etiki tora au mora nirabata bhanguchi
Tike tike chaluchi tike tike jhuntuchi
Nua nua jibane prema heichi
Tike tike chaluchi tike tike jhuntuchi
Nua nua jibane prema heichi
Nua megha gale jhari mati bhiji gala pari
Prema asi churi churi bhijei die
Oo... bhija bhija sei mati mitha basna die chhati
Meghaku se pagala bhijei die
Megharu barasa jetiki dura asaru bharasa jetiki dura
Mo tharu tu ta setiki dura
Jauthi bharasa seithi asha jemiti chadhei au ta basa
Basare jhule sapana tara
Kalijaye jaha sapana thilare sata aji laguchi
Tike tike chaluchi tike tike jhuntuchi
Nua nua jibane prema heichi
Tike tike chaluchi tike tike jhuntuchi
Nua nua jibane prema heichi
ନା ନା ନା ନା ......
ତୁ କହିନୁ ମୋ ଶୁଣିଛି ତୋ ଆଖିରେ ଗୋଟେ କାହାଣୀ ଅଛି
ତୁ ଦେଇନୁ ମୋ ପାଇଛି ତୋ ହୃଦୟ ମର ଛାତିରେ ଅଛି
ଛାତିରୁ ହୃଦୟ ଯେତିକି ଦୁର ପାପୁଲିରୁ ରେଖା ଯେତିକି ଦୁର
ମୋ ଠାରୁ ତୁତ ସେତିକି ଦୁର
ଜଉଠି ପାପୁଲି ସେଇଠି ରେଖା ତର ମର ଭାଗ୍ୟ ଏକାଠି ଲେଖା
ସମ୍ପର୍କ ଏଇ ତୋରମୋର
ଏଇ ସମ୍ପର୍କର କେଉଁ ନାମ ଦେବୀ ମନେ ମନେ ଭାବୁଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
ଓଓଓଓ....
ଓଓ.. ଫୁଲ ଫୁଟେ କେତେବେଳେ ପ୍ରେମ ହୁଏ କେତେବେଳେ
ଜାଣେ ନାହିଁ ଆଉ କେହି ହୃଦୟ ଜାଣେ
ହଁ... ହୃଦୟର ଯେତେ କଥା କହିଦିଏ ଆଖି ପତା
ସପନ ତା ବାସା ବାନ୍ଧେ ସେ ଆଖି ପୁଣି
ଆଖିରୁ ସପନ ଯେତିକି ଦୁର ଜହ୍ନ ର ଜୁଛନାଯେତିକି ଦୁର
ମୋ ଠାରୁ ତୁତ ସେତିକି ଦୁର
ଯଉଠି ଜୁଛନା ସେଇଠି ଜହ୍ନ ତୋର ମୋର ହେଲା ଗୋଟିଏ ମନ
ସେମନ କଥା ମାନେନି କାହାର
କଥାତ ଏତିକି ତୋର ଆଉ ମୋର ନୀରବତା ଭାଙ୍ଗୁଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
ନୂଆ ମେଘ ଗଲେ ଝରି ମାଟି ଭିଜି ଗଲା ପରି
ପ୍ରେମ ଆସି ଚୁରି ଚୁରି ଭିଜେଇ ଦିଏ
ଓଓ.. ଭିଜା ଭିଜା ସେଇ ମାଟି ମିଠା ବାସ୍ନା ଦିଏ ଛାଟି
ମେଘକୁ ସେ ପାଗଳ ଭିଜେଇ ଦିଏ
ମେଘରୁ ବରଷା ଯେତିକି ଦୁର ଆସରୁ ଭରସା ଯେତିକି ଦୁର
ମୋ ଠାରୁ ତୁ ତ ସେତିକି ଦୁର
ଯଉଠି ଭରସା ସେଇଠି ଆଶା ଯେମିତି ଚଢେଇ ଆଉ ତା ବସା
ବସାରେ ଝୁଲେ ସପନ ତାର
କଲିଜାଏ ଯାହା ସପନ ଥିଲାରେ ସତ ଆଜି ଲାଗୁଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
ଟିକେ ଟିକେ ଚାଲୁଛି ଟିକେ ଟିକେ ଝୁଣ୍ଟୁଛି
ନୂଆ ନୂଆ ଜୀବନେ ପ୍ରେମ ହେଇଛି
Written by:
Arun Mantri
Singer | Humane Sagar, Aseema Panda |
---|---|
Album | Prema Heichi |
Lyricist | Arun Mantri |
Music | Asad Nizam |
Music Label | Ocean Muzik |
Arun Mantri has written the lyrics of "Nua Nua Jibane Prema Heichi".
Humane Sagar, Aseema Panda have sung the song "Nua Nua Jibane Prema Heichi".
'NAME' has directed the music video of "Nua Nua Jibane Prema Heichi".