Mun Paapa Tame Punya Bhajan Lyrics

Published: December 30, 2025| Updated:December 30, 2025

Mun Paapa Tame Punya: The bhajan song is sing by Mohammed Aziz, and has music by Prem Anand while Dhruba Das has written the Chaka Chandana Lyrics.

About the Song

" Mun Paapa Tame Punya" is a popular Bhajan song featuring soulful vocals by Mohammed Aziz. The lyrics blend poetic imagery with devotional themes, characteristic of Bhajan music.

Mun Paapa Tame Punya Bhajan Lyrics

Mun papa tume punya, mun mrutyu tume janma
Mun papa tume punya, mun mrutyu tume janma

Mun jara dehe jeba, tume parama brahma
Mun jara dehe jeba, tume parama brahma

Namah namah narayana, namah narayana
Namah namah narayana, namah narayana

Mun papa tume punya, mun mrutyu tume janma

Binduru heli mun jeeba akara
Lobha moha dhari kete prakara
O.. binduru heli mun jeeba akara
Lobha moha dhari kete prakara

Aasha nirashare chalili bata
Maya mamata ra sajai thata

Mun shuunya tume purna, mun dhik tume dhanya
Mun pinjara re shuaa, tume adhare rama
Mun pinjara re shuaa, tume adhare rama

Namah namah narayana, namah narayana
Namah namah narayana, namah narayana

Mun paap tume punya, mun mrutyu tume janma

Aasuchi jauchi maatire padi
Michhaku bhiduchi sataku chhadi
Oo.. asuchi jaauchi matire padi
Michhaku bhiduchi sataku chhadi

Dharma chhadi mun karichi papa
Badei dekhei karuni tapa

Mun lobha tume dharma, mun aashaa tume karma
Mun maranara narka, tume amara dhama
Mun maranara narka, tume amara dhama

Namah namah narayana, namah narayana
Namah namah narayana, namah narayana

Mun papa tume punya, mun mrutyu tume janma
Mun papa tume punya, mun mrutyu tume janma

Mun jara dehe jeba, tume param brahma
Mun jara dehe jeba, tume param brahma

Namah namah narayana, namah narayana
Namah namah narayana, namah narayana

Namah namah narayana, namah narayana
Namah namah narayana, namah narayana

ମୁଁ ପାପ ତୁମେ ପୁଣ୍ଯ, ମୁଁ ମୃତ୍ୟୁ ତୁମେ ଜନ୍ମ
ମୁଁ ପାପ ତୁମେ ପୁଣ୍ଯ, ମୁଁ ମୃତ୍ୟୁ ତୁମେ ଜନ୍ମ

ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ

ନମଃ ନମଃ ନାରାୟଣ, ନମଃ ନାରାୟଣ
ନମଃ ନମଃ ନାରାୟଣ, ନମଃ ନାରାୟଣ

ମୁଁ ପାପ ତୁମେ ପୁଣ୍ଯ, ମୁଁ ମୃତ୍ୟୁ ତୁମେ ଜନ୍ମ

ବିନ୍ଦୁରୁ ହେଲି ମୁଁ ଜୀବ ଆକାର ଲୋଭ ମୋହ ଧରି କେତେ ପ୍ରକାର
ଓ.. ବିନ୍ଦୁରୁ ହେଲି ମୁଁ ଜୀବ ଆକାର ଲୋଭ ମୋହ ଧରି କେତେ ପ୍ରକାର

ଆଶା ନିରାଶାରେ ଚାଲିଲି ବାଟ
ମାୟା ମମତା ର ସଜେଇ ଥାଟ

ମୁଁ ଶୂନ୍ୟ ତୁମେ ପୂର୍ଣ୍ଣ, ମୁଁ ଧିକ୍ ତୁମେ ଧନ୍ଯ
ମୁଁ ପିଞ୍ଜରା ରେ ଶୁଆ, ତୁମେ ଅଧରେ ରାମ
ମୁଁ ପିଞ୍ଜରା ରେ ଶୁଆ, ତୁମେ ଅଧରେ ରାମ

ନମଃ ନମଃ ନାରାୟଣ, ନମଃ ନାରାୟଣ
ନମଃ ନମଃ ନାରାୟଣ, ନମଃ ନାରାୟଣ

ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ

ଆସୁଚି ଯାଉଛି ମାଟିରେ ପଡି ମିଛକୁ ଭିଡୁଛି ସତକୁ ଛାଡି
ଓ.. ଆସୁଚି ଯାଉଛି ମାଟିରେ ପଡି ମିଛକୁ ଭିଡୁଛି ସତକୁ ଛାଡି

ଧରମ ଛାଡି ମୁଁ କରିଛି ପାପ
ବଡ଼େଇ ଦେଖେଇ କରୁନି ତୋପ

ମୁଁ ଲୋଭ ତୁମେ ଧର୍ମ ମୁଁ ଆଶା ତୁମେ କର୍ମ
ମୁଁ ମରଣର ନର୍କ ତୁମେ ଅମର ଧାମ
ମୁଁ ମରଣର ନର୍କ ତୁମେ ଅମର ଧାମ

ନମଃ ନମଃ ନାରାୟଣ, ନମଃ ନାରାୟଣ
ନମଃ ନମଃ ନାରାୟଣ, ନମଃ ନାରାୟଣ

ମୁଁ ପାପ ତୁମେ ପୁଣ୍ଯ, ମୁଁ ମୃତ୍ୟୁ ତୁମେ ଜନ୍ମ
ମୁଁ ପାପ ତୁମେ ପୁଣ୍ଯ, ମୁଁ ମୃତ୍ୟୁ ତୁମେ ଜନ୍ମ

ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ

ନମଃ ନମଃ ନାରାୟଣ, ନମଃ ନାରାୟଣ
ନମଃ ନମଃ ନାରାୟଣ, ନମଃ ନାରାୟଣ

ନମଃ ନମଃ ନାରାୟଣ, ନମଃ ନାରାୟଣ
ନମଃ ନମଃ ନାରାୟଣ, ନମଃ ନାରାୟଣ

Written by:
Dhruba Das

Related Songs

Mun Paapa Tame Punya Song Info

Singer Mohammed Aziz
Bhajan Chaka Chandana
Lyricist Dhruba Das
Music Prem Anand
Music Label Sidharth Bhakti

Top 10 Songs - Bhajan Lyrics Recommends

Mun Paapa Tame Punya Video

Video Thumbnail

Mun Paapa Tame Punya FAQs & Trivia


Who wrote the lyrics of " Mun Paapa Tame Punya" song?

Dhruba Das has written the lyrics of " Mun Paapa Tame Punya".

Who is the singer of " Mun Paapa Tame Punya" song?

Mohammed Aziz have sung the song " Mun Paapa Tame Punya".

Who directed " Mun Paapa Tame Punya" music video?

'NAME' has directed the music video of " Mun Paapa Tame Punya".

Who has featured in the music video?

Send feedback to Odialyrics