Published: August 18, 2025| Updated:August 18, 2025
Bazigar Mun To Bazigar: The odia song is sing by Aseema Panda, Abinash Dash, and has music by Sushil Dalai while Mrutyunjaya Mishra has written the Baazigar Lyrics.
"Bazigar Mun To Bazigar" is a popular Odia song featuring soulful vocals by Aseema Panda and Abinash Dash. The lyrics blend poetic imagery with album themes, characteristic of Odia music.
Mana deli mana neli
To sapane hajigali
Ei duniaru mun heli bekhabar
Hun mana deli mana neli
To sapane hajigali
Ei duniaru mun heli bekhabar
Kotie ru jane bachi neli tate sathi
Na lagure tate kebe ka najar
Kotie ru jane bachi neli tate sathi
Na lagure tate kebe ka najar
Hrudaya harei tate mun jitili
Tu hi tu mo hamarahi tu hamasafar
Bazigar tu mo bazigar
Bazigar tu mo bazigar
Bazigar mun to bazigar
Bazigar mun to bazigar
Gadhichi bidhata tate phurasata dekhi
Najara hatuni to thun jauchi lakhi
Tate e paibaku kare prathana
Sata kahuchi mun na kari bahana
E mana akashe kare jhilimili
Saita to chhabi to hamasafar
Bazigar tu mo bazigar
Bazigar tu mo bazigar
Bazigar mun to bazigar
Bazigar mun to bazigar
Hrudaya kagaje mora anka to chhabi
Surila shayari kahe jemiti kabi
Jebe thun karilu mote prema mantara
Akashe uduchi khali e mana mora
Khanti suna pari mo prema asali
Ne tu parakhi o hamasafar
Bazigar tu mo bazigar
Bazigar tu mo bazigar
Bazigar mun to bazigar
Bazigar mun to bazigar
ମନ ଦେଲିମନ ନେଲି
ତୋ ସପନେ ହଜିଗଲି
ଏଇ ଦୁନିଆଁ ରୁ ମୁଁ ହେଲି ବେଖବର
ହୁଁ ମନ ଦେଲିମନ ନେଲି
ତୋ ସପନେ ହଜିଗଲି
ଏଇ ଦୁନିଆଁ ରୁ ମୁଁ ହେଲି ବେଖବର
କୋଟିଏ ରୁ ଜଣେ ବାଛି ନେଲି ତତେ ସାଥି
ନ ଲାଗୁ ରେ ତତେ କେବେ କା ନଜର
କୋଟିଏ ରୁ ଜଣେ ବାଛି ନେଲି ତତେ ସାଥି
ନ ଲାଗୁ ରେ ତତେ କେବେ କା ନଜର
ହୃଦୟ ହରେଇ ତତେ ମୁଁ ଜିତିଲି
ତୁ ହି ତୁ ମୋ ହମରାହିତୁ ହମସଫର
ବାଜିଗର ତୁ ମୋ ବାଜିଗର
ବାଜିଗର ତୁମୋ ବାଜିଗର
ବାଜିଗର ମୁଁ ତୋ ବାଜିଗର
ବାଜିଗର ମୁଁତୋ ବାଜିଗର
ଗଢ଼ିଛିବିଧାତା ତତେ ଫୁରସତ ଦେଖି
ନଜର ହଟୁନି ତୋ ଠୁଁ ଯାଉଛି ଲାଖି
ତତେ ଏ ପାଇବାକୁ କରେ ପ୍ରାଥନା
ସତ କହୁଛି ମୁଁ ନ କରି ବାହାନା
ଏ ମନ ଆକାଶେ କରେ ଝିଲିମିଲି
ସାଇତା ତୋ ଛବିତୋ ହମସଫର
ବାଜିଗର ତୁ ମୋ ବାଜିଗର
ବାଜିଗର ତୁମୋ ବାଜିଗର
ବାଜିଗର ମୁଁ ତୋ ବାଜିଗର
ବାଜିଗର ମୁଁତୋ ବାଜିଗର
ହୃଦୟ କାଗଜେ ମୋର ଅଙ୍କା ତୋ ଛବି
ସୂରିଲା ଶାୟରୀ କହେ ଯେମିତି କବି
ଯେବେ ଠୁଁ କରିଲୁ ମୋତେ ପ୍ରେମ ମନ୍ତର
ଆକାଶେ ଉଡୁଛି ଖାଲି ଏ ମନ ମୋର
ଖାଣ୍ଟି ସୁନା ପରିମୋ ପ୍ରେମ ଅସଲି
ନେ ତୁ ପରଖିଓ ହମସଫର
ବାଜିଗର ତୁ ମୋ ବାଜିଗର
ବାଜିଗର ତୁମୋ ବାଜିଗର
ବାଜିଗର ମୁଁ ତୋ ବାଜିଗର
ବାଜିଗର ମୁଁତୋ ବାଜିଗର
Written by:
Mrutyunjaya Mishra
Singer | Aseema Panda, Abinash Dash |
---|---|
Album | Baazigar |
Lyricist | Mrutyunjaya Mishra |
Music | Sushil Dalai |
Music Label | G Music |
Mrutyunjaya Mishra has written the lyrics of "Bazigar Mun To Bazigar".
Aseema Panda, Abinash Dash have sung the song "Bazigar Mun To Bazigar".
'NAME' has directed the music video of "Bazigar Mun To Bazigar".