Emiti Asilu Tu Jibane Mora Song lyrics [Human Sagar]

Song : Emiti Asilu Tu Jibane Mora
Singer : Humane Sagar
Lyrics : Sunil Maharana
 Music Director : Manas Kumar &  Team
Arranger Programing : Subun
Editor : Rajat
Recorded At : MRR Studio,Cuttack
OdiaNews24 Contact – Rakesh (8908068151)
Mixing By : Shaktiswar Mahapatra
Banner : OdiaNews24
Producer : OdiaNews24

Music Label – OdiaNews24


Emiti Asilu Tu Jibane Mora Song lyrics in english

Emiti Asilu Tu Jibane Mora

Mo Hrudaya Pagala Aaji Prema Re Tora

Ete Prema Mo Manare Bhari Dela Tu

Tu Heigalu Nija Tharu Besi Nijara

Emiti Asilu Tu Jibane Mora

Mo Hrudaya Pagala Aaji Premare Tora

Ete Prema Mo Manare Bhari Dela Tu

Tu Heigalu Nija Tharu Besi Nijara

E JibanaTa Aaji Kain Lage Niara

Mo Akhire Ete Swapna Delu Sajei

Mu Nijaku Bhuligali Aaji To Pain

Tu Asilu Mo Jibane Sathi Te Hei

E Chati Tale Mana Mora Nelu Chorei

To Hrudayare Rakhidelu Priya Tu Mote

Mu Jani Gali Tu Khali Mori Pain

Music
To Hata Dhari Chalibi Mu Jibana Sara

E Chala Bate Asu Chai Asu Ba Khara

To Prema Barasare Mate Delu Bhijei
Too Hrudaya Bhiatare Mate Delu Hajei
To Hata Dhari Chalibi Mu Jibana Sara
To Prema Barasare Mate Delu Bhijei

To Hrudaya Bhiatare Mate Delu Hajei

Mun Prathama Dekhare Tate Deli Mo Mana

Tu Magibu Jadi Lo Priya Debi Jibana

Mun Tate Bhabi Rati Sara Paruni Soi

Mo Spandanare Emiti Tu Jaichu Rahi

Tu Asilu Mo Jibane Sathi Te Hei

E Chati Tale Mana Mora Nelu Chorei

To Hrudayare Rakhidelu Priya Tu Mote

Mu Jani Gali Tu Khali Mori Pain

Music-2

E Mati Lage Moti Pari Tu Thile Pakhe
To Bhabanare Bharichi Lo Hrudaya Mora
Mo Hrudayare To Pain Mu Karichi Ghara
E Mati Lage Moti Pari Tu Thile Pakhe

E Jibana Mo Sari Jau Priya To Sathe

To Bhabanare Bharichi Lo Hrudaya Mora

Mo Hrudayare To Pain Mu Karichi Ghara

E Mana Tate Chahe Kete Kahi Parene

Mu Gote Muhurta To Bina Rahi Parena

Mun Jeebi Maribi Priya Khali To Pain

Mo Hrudaya Ku Emiti Tu Jaichhu Chuin

Tu Asilu Mo Jibane Sathi Te Hei

E chati Tale Mana Mora Nelu Chorei

To Hrudayare Rakhidelu Priya Tu Mote
La La La La La La…

He He heeeeeeee….


ଏମିତି ଆସିଲୁ ତୁ ଜୀବନେ ମୋର Song lyrics in odia

 

ଏମିତି ଆସିଲୁ ତୁ ଜୀବନେ ମୋର

ମୋ ହୃଦୟ ପାଗଳ ଆଜି ପ୍ରେମରେ ତୋର

ଏତେ ପ୍ରେମ ମୋ ମନରେ ଭରି ଦେଲୁ ତୁ

ତୁ ହେଇଗଲୁ ନିଜ ଠାରୁ ବେଶୀ ନିଜର

ଏମିତି ଆସିଲୁ ତୁ ଜୀବନେ ମୋର
ମୋ ହୃଦୟ ପାଗଳ ଆଜି ପ୍ରେମରେ ତୋର

ତୁ ହେଇଗଲୁ ନିଜ ଠାରୁ ବେଶୀ ନିଜର

ତୁ ଲଗେଇଲୁ ଏକି ରଙ୍ଗ ମୋ ମନ ସାରା

ଏ ଜୀବନ ଟା ଆଜି କାଇଁ ଲାଗେ ନିଆରା

ମୋ ଆଖିରେ ତୁ  ଏତେ ସ୍ବପ୍ନ ଦେଲୁ ସଜେଇ

ମୁଁ ନିଜକୁ ଭୁଲି ଗଲି ଆଜି ତୋ ପାଇଁ

ତୁ ଆସିଲୁ ମୋ ଜୀବନେ ସାଥୀ ଟେ ହେଇ

ଏ ଛାତି ତଳେ ମନ ମୋର ନେଲୁ ଚୋରେଇ

ତୋ ହୃଦୟ ରେ ରଖି ଦେଲୁ ପ୍ରିୟା ତୁ ମୋତେ

ମୁଁ ଜାଣି ଗଲି ତୁ ଖାଲି ମୋରି ପାଇଁ

Music

ତୋ ହାତ ଧରି ଚାଲିବି ମୁଁ ଜୀବନ ସାରା

ଏ ଚଲା ବାଟେ ଆସୁ ଛାଇ ଆସୁ ବା ଖରା

ତୋ ପ୍ରେମ ବରଷା ରେ ମୋତେ ଦେଲୁ ଭିଜେଇ

ତୋ ହୃଦୟ ଭିତରେ ମୋତେ ଦେଲୁ ହଜେଇ

ଏ ଚଲା ବାଟେ ଆସୁ ଛାଇ ଆସୁ ବା ଖରା

ତୋ ପ୍ରେମ ବରଷା ରେ ମୋତେ ଦେଲୁ ଭିଜେଇ

ତୋ ହୃଦୟ ଭିତରେ ମୋତେ ଦେଲୁ ହଜେଇ

ମୁଁ ପ୍ରଥମ ଦେଖରେ ତତେ ଦେଲି ମୋ ମନ

ତୁ ମାଗିବୁ ଯଦି ଲୋ ପ୍ରିୟା ଦେବି ଜୀବନ

ମୁଁ ତତେ ଭାବି ରାତିସାରା ପାରୁନି ସୋଇ

ମୋ ସ୍ପନ୍ଦନ ରେ ଏମିତି ତୁ ଯାଇଛୁ ରହି

ତୁ ଆସିଲୁ ମୋ ଜୀବନେ ସାଥୀ ଟେ ହେଇ

ଏ ଛାତି ତଳୁ ମନ ମୋର ନେଲୁ ଚୋରେଇ

ତୋ ହୃଦୟ ରେ ରଖି ଦେଲୁ ପ୍ରିୟା ତୁ ମୋତେ

ମୁଁ ଜାଣି ଗଲି ତୁ ଖାଲି ମୋରି ପାଇଁ

Music

ଏ ମାଟି ଲାଗେ ମୋତୀ ପରି ତୁ ଥିଲେ ପାଖେ

ଏ ଜୀବନ ମୋ ସାରି ଯାଉ ପ୍ରିୟା ତୋ ସାଥେ

ତୋ ଭାବନାରେ ଭରିଛି ଲୋ ହୃଦୟ ତୋର

ମୋ ହୃଦୟରେ ତୋ ପାଇଁ ମୁଁ କରିଛି ଘର

ଏ ଜୀବନ ମୋ ସରିଯାଇ ପ୍ରିୟା ତୋ ସାଥେ

ତୋ ଭାବନାରେ ଭରିଛି ଲୋ ହୃଦୟ ମୋର

ମୋ ହୃଦୟରେ ତୋ ପାଇଁ ମୁଁ କରିଛି ଘର

ଏ ମନ ତତେ ଚାହେଁ କେତେ କହି ପାରେନା

ମୁଁ ଗୋଟେ ମୁହୂର୍ତ୍ତ ତୋ ବିନା ରହି ପାରେନା

ମୁଁ ଜିଇବି ମାରିବି ପ୍ରିୟା ଖାଲି ତୋ ପାଇଁ

ମୋ ହୃଦୟ କୁ ଏମିତି ତୁ ଯାଉଛୁ ଛୁଇଁ

ତୁ ଆସିଲୁ ମୋ ଜୀବନେ ସାଥୀ ଟେ ହେଇ
ତୋ ହୃଦୟ ରେ ରଖି ଦେଲୁ ପ୍ରିୟା ତୁ ମୋତେ

ମୁଁ ଜାଣି ଗଲି ତୁ ଖାଲି ମୋରି ପାଇଁ

Leave a Reply

Your email address will not be published. Required fields are marked *

*